୪ ଲକ୍ଷ ନଗଦ ଟଙ୍କା ସହ ବିପୁଳ ଗଞ୍ଜେଇ ଜବତ, ୨ ଗିରଫ
ବାଲେଶ୍ୱର: ରାଜ୍ୟରେ ଏବେ ବି ଥମିନି ଗଞ୍ଜେଇ ଚାଲାଣ। ବାଲେଶ୍ୱର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି ୨ ବେପାରୀ। ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ … Read More
