ଲକଡାଉନ୍ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଲକଡାଉନ୍ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ । ଦେଶରେ ପୁଣିଥରେ ‘ଲକଡାଉନ୍’ ଲାଗୁ ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ କେନ୍ଦ୍ର ସରକାର ନିଜର ନୀରବତା ଭାଙ୍ଗିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ … Read More
