ଲଦାଖରେ ହିମସ୍ଖଳନ: ୭ ମୃତ, ୫ ଗୁରୁତର

ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ ଭିତରେ … Read More

୨୩ଟି ଦେଶକୁ ମାଡ଼ିଲାଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ‘ସିକାଡ଼ା’

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା । ବର୍ତ୍ତମାନ ୨୩ଟି ଦେଶକୁ ମାଡ଼ିଗଲାଣି । ବୈଜ୍ଞାନିକ ଏହାର ନାଁ BA.3.2 ବା ‘ସିକାଡ଼ା ରଖିଛନ୍ତି । ଏହା ଓମିକ୍ରନ୍ ପରିବାରର … Read More

ସାଉଦି US ଘାଟିକୁ ଇରାନର ଆକ୍ରମଣ, ୧୦ ସୈନ୍ୟ ଆହତ

ନୂଆଦିଲ୍ଲୀ: ସାଉଦି US ଘାଟିକୁ ଇରାନର ଆକ୍ରମଣ! । ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି, … Read More

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗିରଫ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ ଶାହ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ଗଠନ କରିବା ପରେ ସେ ତୁରନ୍ତ ବିରୋଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ: ଏପର୍ଯ୍ୟନ୍ତ ଗଲାଣି ୭ ଭାରତୀୟଙ୍କ ଜୀବନ, ଜଣେ ନିଖୋଜ, ସୁରକ୍ଷିତ ଫେରିଛନ୍ତି ୪.୭୫ ଲକ୍ଷ ନାଗରିକ

ନୂଆଦିଲ୍ଲୀ: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଭାରତରେ ଗ୍ୟାସ ଏବଂ ତୈଳ ଅଭାବର ରିପୋର୍ଟ ଉଠୁଛି। ତଥାପି, ସରକାର ଦାବି କରୁଛନ୍ତି ଯେ ତେଲ … Read More

ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଗୁଳିମାଡ଼, ଅଳ୍ପକେ ବଞ୍ଚିଲେ ଛାତ୍ର

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ  ଏକ  ଇଞ୍ଜିନିୟରିଙ୍ଗ  କଲେଜ କ୍ୟାମ୍ପସ  ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ ।  କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି … Read More

ଜୟଦେବ ଜେନାଙ୍କୁ ହତ୍ୟା ଧମକ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଚିଠି ଲେଖିଲା କଂଗ୍ରେସ

କେନ୍ଦୁଝର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା, ନାରୀ ସୁରକ୍ଷାର ଅଭାବ, ରାହାଜାନି, ଦୁଷ୍କର୍ମ, ହତ୍ୟାକାଣ୍ଡ ଏବଂ ରାଜନେତାଙ୍କୁ ହତ୍ୟା ଧମକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସମ୍ପର୍କରେ କଂଗ୍ରେସ କର୍ମୀ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି … Read More

ଏପ୍ରିଲ ୧ ରୁ ସୁଭଦ୍ରା ପାଇଁ ନୂତନ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟର ନୂତନ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ଏପ୍ରିଲ ୧ ତାରିଖରୁ ଏଥିନେଇ ଆବେଦନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମତୀ ପରିଡ଼ା। ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ … Read More

ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା

ବଲାଙ୍ଗୀରି : ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ ।  ବଲାଙ୍ଗିର ଟିଟିଲାଗଡ଼ରେ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସହିତ … Read More

ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି

ପୁରୀ : ଏପ୍ରିଲ ୮, ୯ ଓ ୧୦ରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି ।  ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହା ପରେ … Read More