ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ଜଳେଶ୍ୱର : ସୀମା ଲଙ୍ଘିଲେ ଗୁରୁ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ଯାଳୟରେ ଶିକ୍ଷକ ଅଟକ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ସରକାରୀ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଘରେ ଜଣାଇଥିଲେ। ଅଭିଭାବକମାନେ ବିଦ୍ଯାଳୟରେ ପହଞ୍ଚି … Read More

ରାଜ୍ୟରେ ଖୋଲିବ ଆଉ ୩ ନୂଆ କଲେଜ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର : ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ … Read More

ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ : ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ୭ ବର୍ଷ ପରେ ଆସିଲା ରାୟ। ଓଡ଼ିଆ ସିନେ ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର … Read More

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ୍ ଆଗରେ ରହିଛି ୭ ଜଟିଳ ସମସ୍ୟା

କଟକ : ମହାନଦୀ ଜଳ ସମସ୍ୟାର ତଦନ୍ତ ବେଳେ ଟ୍ରିବ୍ୟୁନାଲ୍ ଆଗରେ ରହିଛି ୭ଟି ଜଟିଳ ସମସ୍ୟା । ପ୍ରଥମ ଜଳ ପରିମାଣକୁ ନେଇ ସଠିକ୍ ତଥ୍ୟର ଅଭାବ । ଓଡ଼ିଶା କହୁଛି ଯେ ୧୯୯୦ ମସିହା ପରଠାରୁ ହୀରାକୁଦକୁ ଆସୁଥିବା ପାଣି … Read More

ଜନକଲ୍ୟାଣ କାର୍ଯ୍ୟ ପାଇଁ ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ବର : ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ଅବସର ପ୍ରାପ୍ତ କ୍ୟାପଟେନ ଅରୁଣ କର । ସେ ଲଗାତାର ଭାବେ ଜନକଲ୍ୟାଣ କାର୍ଯ୍ଯ କରୁଥିବାରୁ ଜାତିସଂଘ ମୁଖ୍ୟାଳୟ, ନ୍ୟୁୟର୍କରେ ସମ୍ମାନିତ ହୋଇଛନ୍ତି । ମାନବ ମର୍ଯ୍ୟାଦା, ସାର୍ବଜନୀନ ସ୍ବାସ୍ଥ୍ଯ, … Read More

କୋର୍ଟ ଚାଲାଣ ବେଳେ ମେଡିକାଲ ପାଚେରୀ ଡେଇଁ କଏଦୀ ଫେରାର

ଜଗତସିଂହପୁର: କୋର୍ଟ ଚାଲାଣ ବେଳେ କଏଦୀ ଫେରାର । ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନାରୁ କୋର୍ଟ ଚାଲାଣ କରାଯିବା ବେଳେ ପୋଲିସକୁ ଚକମା ଦେଇ କଏଦୀ ଫେରାର ହୋଇଯାଇଛି । ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା କରିବାକୁ ପୋଲିସ ଆଣିଥିଲା । … Read More

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଅନୁଗୋଳ: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ନିଜ ବାଡିରେ ଶାଗ ତୋଳୁଥିବା ବେଳେ ଘଟିଛି ଘଟଣା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ ଯାଇଥିବା ବେଳେ ନିଖୋଜ … Read More

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ

କଟକ : ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା … Read More

ବିଏମସିର ଅନୁମତି ବିନା ମନଇଛା ଲଗାଇ ପାରିବେନି ହୋର୍ଡିଂ

ଭୁବନେଶ୍ୱର : ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ମହାନଗର ନିଗମ ଅଞ୍ଚଳ ଭିତରେ ଯିଏ ଯେଉଁଠି ବି ହୋଡିଂ ଲଗେଇଲେ ବିଏମସି ଠାରୁ ନେବାକୁ ପଡିବ ଅନୁମତି । ହୋଡିଂ ଲଗାଇବା ଆଗରୁ ଷ୍ଟ୍ରକଚରାଲ ସାର୍ଟିଫିକେଟ ଏବଂ ଥାର୍ଡ ପାର୍ଟି … Read More

କୂଅରେ ପଡ଼ି ହାତୀ ଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ପରିତ୍ୟକ୍ତ କୂଅରେ ପଡି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ଖବରପାଇ ଘଟଣାସ୍ଥଳରେ … Read More