ସୁରକ୍ଷାକର୍ମୀଙ୍କ ଗୁଳିଲେ ୨ କ୍ୟାଡର୍ ମାଓବାଦୀ ନିହତ
କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍ ମାଓ ଡିଭିଜନ୍ର ଡେପୁଟି କମାଣ୍ଡର୍ ଜଗେଶ ଓ ମହିଳା କ୍ୟାଡର୍ ରତ୍ନା ନିହତ ହୋଇଛନ୍ତି … Read More
