ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ … Read More

୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ ହାଣ୍ଡିଭଙ୍ଗା ଯାତ । ଏହାକୁ ସ୍ବଭାବିକ କରିବାକୁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର … Read More

ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୩ରୁ ରାଜ୍ୟରେ ବିଜୁଳି ଘଡଘଡି

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । … Read More

ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା

ଭୁବନେଶ୍ୱର: ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର। ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ୧୨.୮%ରୁ ବଢି ୧୫% ହେଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ … Read More

ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ

ଭୁବନେଶ୍ୱର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ। ଓୟୋରୁ ମିଳିଲା ସନ୍ଦେହଜନକ ମୃତଦେହ। ହୋଟେଲ୍‌ ରୁମ୍‌ରେ ଝୁଲୁଥିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ। ମୃତ ଇଂଜିନିୟରିଂ ଛାତ୍ର ହେଲେ ବିବୁନା ପ୍ରଧାନ। ସଫ୍ଟୱେର ଇଞ୍ଜିନିୟର … Read More

ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ମୁହାଁମୁହିଁ ଖବର ମିଛ, ସ୍ପଷ୍ଟ କଲା ପୂର୍ବତଟ ରେଳବାଇ

କଟକ : ମେମୁ ଟ୍ରେନ୍ ମୁହାଁମୁହିଁ ଖବର ମିଛ । ସ୍ପଷ୍ଟ କଲା ପୂର୍ବତଟ ରେଳବାଇ । ରେଳବାଇର ବଡ଼ ସ୍ପଷ୍ଟୀକରଣ ପାନିକ ହୁଅନ୍ତୁ ନାହିଁ । ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ଧକ୍କାରୁ ବର୍ତ୍ତିବା ନେଇ ଖବର ହୋଇଥିଲା । … Read More

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଶୀତ ଉଭେଇବାରେ ଲାଗିଛି । ଏବେ ପ୍ରାୟ ସବୁ ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏଥିରେ ବହୁ ମାତ୍ରାରେ ବୃଦ୍ଧି ପାଇବା ନେଇ ଏବେଠୁ ଆକଳନ କରିଛି ପାଣିପାଗ ବିଭାଗ … Read More

ବିକ୍ରମ ପଣ୍ଡାଙ୍କ ଅପରେସନକୁ ନେଇ ନ୍ଦ୍ବନ୍ଦ୍ବ, ଘରୋଇ ହସ୍ପିଟାଲରେ ଚିକିତ୍ସା ପିଟିସନକୁ କୋର୍ଟଙ୍କ ଖାରଜ

ବ୍ରହ୍ମପୁର : ବିକ୍ରମ ପଣ୍ଡାଙ୍କ ଅପରେସନକୁ ନେଇ ନ୍ଦ୍ବନ୍ଦ୍ବ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁଣି ଥରେ ଚିକିତ୍ସା ପାଇଁ mkcg ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ମେଡିକାଲରେ ତାଙ୍କ … Read More

ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ। ଏହାସହ ୯ଟି ବନ୍ଧୁକ ଜବତ ହୋଇଛି। AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ। ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ। ଏହାସହ ବିପୁଳ ପରିମାଣର ବନ୍ଧୁକ ପାଉଡର ଏବଂ ୨୦ … Read More

ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିସ୍ଫୋରଣରେ ମାଆ ଓ କୁନି ଝିଅର ମୃତ୍ୟୁ ହୋଇଥିଲା । ଜଗତପୁର ପାଗା ମହାଜନପୁରରେ … Read More