ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ମୋହନା: ମୋହନା ଜରଉ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ୧୦ ଫୁଟ୍ ତଳକୁ ଖସିପଡିଛି। ଏଥିରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୧୭ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା … Read More
ମୋହନା: ମୋହନା ଜରଉ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ୧୦ ଫୁଟ୍ ତଳକୁ ଖସିପଡିଛି। ଏଥିରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୧୭ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା … Read More
କଟକ: କଂଗ୍ରେସରେ ବିଶ୍ଵଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଟକ ବିଧାୟିକା ସୋଫିଆ ପିରଦୋଶ। ବିଶ୍ଵଜିତ କଂଗ୍ରେସରେ ମିଶିବା ଘଟଣାରେ ତାଙ୍କୁ ଅବଗତ କରାଯାଇନଥିବା ନେଇ ସେ ପରୋକ୍ଷରେ କହିଛନ୍ତି। କଟକରେ ଜଣେ ନେତା କଂଗ୍ରେସରେ ଯୋଗଦେଲେ … Read More
ମାଲକାନଗିରି: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ କୋଣ୍ଟା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ତଥା ପୂର୍ବତନ ଅବକାରୀ ବିଭାଗ ମନ୍ତ୍ରୀ ଲଛମା କବାସୀ ମାଲକାନଗିରିରେ ଆଶ୍ରୟ ନେଇଛନ୍ତି। ଛତିଶଗଡର ମଦ ଘୋଟାଲା ମାମଲାରେ ଗିରଫ ହୋଇ … Read More
ବ୍ରହ୍ମଗିରି : ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି … Read More
ବ୍ରହ୍ମପୁର : ଚିକିଟି ସୁନପୁରରୁ ବିଶାଖାପାଟଣା ଗଲାବେଳେ ଭୟଙ୍କର ଦୁର୍ଘଟଣା । ଆଇଚରରେ ପିଟିହେଲା କାର୍ । ଦୁର୍ଘଟଣାରେ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । … Read More
ଜଳେଶ୍ବର: ଜମାକାରୀଙ୍କ ଭରସା ଭାଙ୍ଗି ଦେଲା ପୋଷ୍ଟ ଅଫିସ । ଜମାକାରୀଙ୍କ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛି ପୋଷ୍ଟ ମାଷ୍ଟର । ବର୍ଷ ବର୍ଷର ପରିଶ୍ରମ ଅର୍ଥକୁ ଫେରି ପାଇବା ପାଇଁ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ଜମାକାରୀ । ଡାକଘର ଜମାଖାତାରୁ … Read More
ମୟୂରଭଞ୍ଜ : ମୟୂରଭଞ୍ଜରୁ ବଡ଼ ଖବର । ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଗୁଣ! ଥିବା ବୃକ୍ଷଲତା। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୮ ପ୍ରଜାତିର ‘ଲାଇକେନ୍’ ଚିହ୍ନଟ ହୋଇଛି । ବିଶ୍ୱକୁ ଏହା ନୂଆ ଦିଶା ଦେବ … Read More
ଭୁବନେଶ୍ୱର : ରାଜଧାନୀରେ ହାଇଟେକ ଚୋର । ବରଯାତ୍ରୀ ବେଶରେ ଆସିଲେ, କଳାକନା ବୁଲାଇ ଚାଲିଗଲେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବାହାଘର ଚାଲିଥିବା ବେଳେ ହୋଇଛି ଲୁଟ୍ । ବରଯାତ୍ରୀ ବେଶରେ ଆସି ଦୁର୍ବୃତ୍ତମାନେ ପ୍ରଥମେ ଭୋଜି ଖାଇଥିଲେ । … Read More
ବ୍ରହ୍ମପୁର: ବିକ୍ରମ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ବିକ୍ରମ । ଆଇନଜୀବୀ ପୀତବାସ … Read More
ମୟୂରଭଞ୍ଜ : ଅଖା ଭିତରେ ମୃତଦେହ । ହତ୍ୟା ପରେ ଅଖା ଭିତରେ ପୁରାଇ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ପୁରୁଣାପାଣିରେ ଘଟଣା ଘଟିଛି । ଅଖା ଭିତରେ ଜଣେ ବୃଦ୍ଧାଙ୍କ ମୃତଦେହ ରହିଛି । … Read More