ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
କେନ୍ଦ୍ରାପଡ଼ା : କୋଚିଂ ସେଣ୍ଟରକୁ ଆସି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଦୁଇଦିନ ତଳୁ କୋଚିଂ ସେଣ୍ଟରକୁ ଆସି ନିଖୋଜ ହୋଇଥିଲେ ଯୁବତୀ । ଗତକାଲି ତାଙ୍କର ମୃତଦେହ ମାର୍ଶାଘାଇ ଲୁଣା ନଦୀ … Read More
