ଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ
ଭୁବନେଶ୍ୱର : ଲିଙ୍ଗରାଜଙ୍କ ଜାଗର ନୀତିରେ ଅବହେଳା ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ … Read More
