ପୁର୍ନେଶ୍ବର ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି
ରାଇରଙ୍ଗପୁର: ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି । ମୟୂରଭଞ୍ଜ ଗସ୍ତରେ ଯାଇ ରାଇରଙ୍ଗପୁର ଠାରେ ପୁର୍ନେଶ୍ବର ମନ୍ଦିରରେ ଝାଡୁ ମାରିଛନ୍ତି । ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରୁ ମନ୍ଦିର ଯାଇ ବାବା ପୁର୍ନେଶ୍ୱରଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । … Read More
