ଏସଆଇ କେଳେଙ୍କାରୀ: ୨ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ
କଟକ: ପୁଲିସ ଏସଆଇ ନିଯୁକ୍ତିର କେଳେଙ୍କାରୀ ମାମଲାରେ ବିଚାର କରି ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ କଡା ନିର୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ କରାଯିବ ସେ ନେଇ ସରକାରଙ୍କୁ ପଚାରିଛନ୍ତି ନ୍ୟାୟାଳୟ। ତାହା ସହ କେଳେଙ୍କାରୀ ହୋଇଥିବା ସମସ୍ତ ତଥ୍ୟ … Read More
