ଦଇଡ଼ାପାନି ଜଙ୍ଗଲରେ ମାଓ ଶିବିର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ। ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି … Read More

ବିଧାୟକ ଦରମା ବୃଦ୍ଧି ନିଷ୍ପତ୍ତି ସରକାରଙ୍କ ମସ୍ତବଡ ଭୁଲ : ନରସିଂହ ମିଶ୍ର

ଭୁବନେଶ୍ବର: ଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ରବିବାର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ସେ  ଉଦ୍ ବେଗ ପ୍ରକାଶ କରିବା ସହ ସରକାରଙ୍କ ଏହି ନିଷ୍ପତ୍ତି ମସ୍ତବଡ ବଡ ଭୁଲ … Read More

ଗେଷ୍ଟ ହାଉସରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ

ଭୁବନେଶ୍ଵର: ଭୁବନେଶ୍ଵର ନାଲକୋ ଛକସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୈତ୍ରୀବିହାର ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମୃତକଙ୍କ ନାକରୁ ଫେଣ ଏବଂ ପାଟିରୁ ରକ୍ତ ବାହରୁଥିବାରୁ ଘଟଣାକୁ ନେଇ … Read More

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ତଦନ୍ତ

ଭୁବନେଶ୍ବର: ସହିଦନଗର ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ପୁଲିସକୁ ତଦନ୍ତରେ ସହଯୋଗ କରିବ। ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରାଯିବ। ସୂଚନାଯୋଗ୍ୟ, ଡାଟା ଏଣ୍ଟ୍ରି … Read More

ଘରେ ପଶି ନାବାଳିକାଙ୍କୁ ଅପହରଣ

ରେଢ଼ାଖୋଲ: ଘରୁ ନାବାଳିକଙ୍କୁ ଅପହରଣ ।  ଥାନାରେ ମାମଲା ରୁଜୁ ।  ରେଢ଼ାଖୋଲ ଥାନା ସାମସିଙ୍ଗା ଗାଁରେ ଘଟିଛି ଘଟଣା । ଘରେ ପରିବାର ଲୋକଙ୍କ ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପରହଣ କରିନେଇଥିବା ଅଭିଯୋଗ କରିଛନ୍ତି … Read More

ବୀମା ଟଙ୍କା ପାଇଁ ବାପର ଜୀବନ ନେଇଗଲେ ୨ ପୁଅ

ତାମିଲନାଡୁ: ବୀମା ଟଙ୍କା ପାଇଁ ଷଡ଼ଯନ୍ତ୍ର । ବାପକୁ ଶେଷ କରିଦେଲେ ଦୁଇ ପୁଅ । ୩ କୋଟି ଟଙ୍କା ହାତେଇବା ପାଇଁ ପ୍ଲାନ୍ ଥିଲା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବୀମା ଟଙ୍କା ଲୋଭରେ ରକ୍ତ ସମ୍ପର୍କ … Read More

ବଡମାସିଂ ଘାଟିରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୫ ଗୁରୁତର

ଗଜପତି: ମହେନ୍ଦ୍ରଗିରିକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଗଜପତି ଜିଲ୍ଲା ରାୟଗଡ ବ୍ଲକ ବଡମାସିଂ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।  ଫଳରେ ୧୫ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।  ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । … Read More

ଚାକିରି ନାଁରେ ଠକେଇ, ଢ଼ାବା ମାଲିକ ଗିରଫ

ଦାରିଙ୍ଗିବାଡ଼ି : ଚାକିରି ନାଁରେ ଠକେଇ । କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ସ୍ଥିତ ଢ଼ାବା ମାଲିକକୁ ଗିରଫ କଲା ପୋଲିସ । ପୂର୍ତ୍ତ ବିଭାଗରେ ଡାଟା ଏଣ୍ଟ୍ରି ଅପେରେଟର ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । … Read More

ଦଳିଦେଲା ଦନ୍ତା, ଯୁବକ ମୃତ

ଝାରସୁଗୁଡ଼ା : ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ବିଜାପାଲିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ଏକ ବଗିଚାରେ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ … Read More

ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ

ଜଗତସିଂହପୁର : କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କର ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କର ଦୁଇଟି ବିଲ୍ଡିଂ, ୫ଟି … Read More