କାନ୍ଥ ପଡ଼ି ଶିଶୁ ମୃତ

ଉମରକୋଟ: କାନ୍ଥ ପଡ଼ି ଚାଲିଗଲା ଶିଶୁର ଜୀବନ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣେ ୪ ବର୍ଷର ଶିଶୁ। ଅନ୍ୟ ୨ ଜଣ ଶିଶୁ ଏଥିରେ ଗୁରୁତର ଆହତ ହୋଇଛନ୍ତି। … Read More

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନବିର୍ଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ଵର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ସମସ୍ତ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି। ଲୋକମତକୁ ସମ୍ମାନ … Read More

ଆହାର କେନ୍ଦ୍ରରେ ଯୁବକଙ୍କଠାରୁ ବନ୍ଧୁକ ଜବତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ଥାନା ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଭିତରୁ ବନ୍ଧୁକ ଜବତ ହୋଇଛି। ଆହାର କେନ୍ଦ୍ରରେ ଜଣେ ଯୁବକ ଖାଉଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା ସିକ୍ୟୁରିଟି ଦେଖିବାକୁ ପାଇଥିଲେ। ପରେ ସିକ୍ୟୁରିଟି ଏବଂ ଆହାର … Read More

ମାଆ ସହ ମିଶି ଶାଶୂକୁ ହତ୍ୟା କଲା ବୋହୂ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଶାଶୁକୁ ହତ୍ୟା କରିଛି ବୋହୂ । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି … Read More

ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍

ଭୁବନେଶ୍ବର : ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍ ।  ଭୁବନେଶ୍ବର ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀକୁ କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ ।  ଘଟଣା ପରଠୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ … Read More

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ

ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ଅଭିଯୋଗ ।  ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉସ୍ମାପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ବର୍ବରକାଣ୍ଡ ।  ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ପୋଟେରୁ ଫାଣ୍ଡିରେ ଅଭିଯୋଗ … Read More

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲେଡି IIC

ଲକ୍ଷ୍ମୀପୁର : ଭିଜିଲାନ୍ସ ଜାଲରେ ଲେଡି IIC ।  ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା IIC ସୁକୁମା ହାଁସଦା ।  ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।  କେସ୍ ଡାଏରୀ ଦାଖଲ ପାଇଁ ନେଉଥିଲେ ଲାଞ୍ଚ … Read More

ଭଡ଼ା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କ ଜୀବନ ନେଲେ ଭଡ଼ାଟିଆ,

ଉତ୍ତର ପ୍ରଦେଶ: ଭଡ଼ା ଟଙ୍କା ମାଗିବାକୁ ଯାଇଥିଲେ ଯେ ଭଡ଼ାଟିଆଙ୍କ ହାତରେ ମାଲିକାଣୀଙ୍କ ଜୀବନ ଗଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା … Read More

ଦୁର୍ଘଟଣାରେ ଦାଦା, ପୁତୁରା ମୃତ

ଚାନ୍ଦବାଲି : ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ … Read More

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ … Read More