ପାକିସ୍ତାନର ପେଶାୱରରେ ଆତଙ୍କୀ ଆକ୍ରମଣ, ୩ ମୃତ
ପାକିସ୍ତାନ : ପାକିସ୍ତାନ ପେଶାୱରରେ ଆକ୍ରମଣ । ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ‘ଫ୍ରଣ୍ଟିଅର କର୍ପସ’ ର ମୁଖ୍ୟାଳୟ ଉପରେ ଆକ୍ରମଣ । ବିସ୍ଫୋରଣ ପରେ ଗୁଳିମାଡ଼ ହୋଇଛି । ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ପରେ ଜୋରଦାର ଗୁଳିମାଡ଼ ହୋଇଛି । ବିସ୍ଫୋରଣକୁ … Read More
