ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ: ମାରଣାସ୍ତ୍ର ଜବତ, ମହିଳା କନେଷ୍ଟବଳ ଆହତ
ଭୁବନେଶ୍ବର: ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ । ବିପୁଳ ମାରଣାସ୍ତ୍ର ଓ ପିସ୍ତଲ ଜବତ। ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ । ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ … Read More
