ମୋବାଇଲ୍ ହ୍ଯାକ କରି ଶିକ୍ଷକଙ୍କଠାରୁ ୨.୭୮ ଲକ୍ଷ ଟଙ୍କା ଲୁଟି ନେଲା ସାଇବର ଠକ
ଜଳେଶ୍ବର : ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ଟଙ୍କା । ଗୋଟେ ମିନିଟରେ ଗୋଟେ ଟ୍ରାନାଜାକସନ୍ । କିଛି କରିବା ପୂର୍ବରୁ ସବୁ ପଇସା ଚାଲିଗଲା ଆକାଉଣ୍ଟ ହେଇଗଲା ଖାଲି । ହଁ ଆଜ୍ଞା ଏପରି ହୋଇଛି ଜଣେ ସରକାରି ଶିକ୍ଷକଙ୍କ ସହ … Read More
