ବ୍ୟବସାୟୀଙ୍କ କାର ଅଟକାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଜୟପୁର: ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଲୁଟ । ବ୍ୟବସାୟୀଙ୍କ କାର ଅଟକାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ । କ୍ୟାମେରାରେ କଏଦ ହେଲା ଲୁଟ ବେଳର ଚିତ୍ର । ଜୟପୁର କୋଟପାଡ଼ର ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ । କୋଟପାଡ଼ କୁନ୍ଦୁରା … Read More

ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ

ସୁବର୍ଣ୍ଣପୁର: ହୁ ହୁ ହୋଇ ଜଳିଗଲା ଟ୍ରକ । ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା- ବୀରମହାରାଜପୁର ରାସ୍ତା ଜଟେସିଂହା ହରିହରଯୋର ସେତୁ ନିକଟରେ ଘଟିଛି ଅଘଟଣ । ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଟ୍ରକଟି ଡିପୋରୁ ମାଲ … Read More

ଅନଲାଇନ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ଦୋକାନୀଙ୍କୁ ଆକ୍ରମଣ କଲା ଗ୍ରାହକ

ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଗ୍ରାହକ ଖଣ୍ଡା ଚୋଟରେ ଦୋକାନୀ ଆହାତ। ବଡଗଡ ଥାନା ଟଙ୍କପାଣି ରୋଡ଼ ଚିଲି ପୋଖରୀ ପାଖରେ ଘଟିଛି ଘଟଣା । ଅନଲାନରେ ପେମେଣ୍ଟକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୋକାନୀଙ୍କୁ … Read More

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚକ ବ୍ରତ, ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହେଲା ପଞ୍ଚକ ବ୍ରତ । ଚଳିତବର୍ଷ ପଞ୍ଚକ ବ୍ରତ ୫ଦିନ ପରିବର୍ତ୍ତେ ୪ଦିନ ଅନୁଷ୍ଠିତ ହେବ । ଏଥିପାଇଁ ମହାପ୍ରଭୁଙ୍କ ବାଙ୍କଚୂଡ ବେଶକୁ ବାଦ୍ ଦେଇ ଅନ୍ୟ ୪ ବେଶ ଅନୁଷ୍ଠିତ ହେବ । ପଞ୍ଚକର … Read More

ଲାଇନ୍ ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ, ଦନ୍ତା ମୃତ

ମୟୂରଭଞ୍ଜ: ଟ୍ରେନ ଧକ୍କାରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆଗ୍ରିଆ ଠାରେ ହାତୀକୁ ଧକ୍କା ଦେଲା ଟ୍ରେନ । ଭୁବନେଶ୍ୱର ଠାରୁ ବାଙ୍ଗିରିପୋଷି ଫେରୁଥିବା ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଘଟିଛି ଅଘଟଣ । ରାତି ପ୍ରାୟ ୧୧ … Read More

ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ … Read More

ଧର୍ମେନ୍ଦ୍ର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି … Read More

ରାଷ୍ଟ୍ରପତି ନିର୍ବାଚନକୁ ବିରୋଧ: ତାଞ୍ଜାନିଆରେ ହିଂସା, ୭୦୦ ମୃତ

ଡୋଡୋମା: ରାଷ୍ଟ୍ରପତି ନିର୍ବାଚନରେ ଦେଖାଦେଇଥିବା ଅନିୟମିତତାକୁ କେନ୍ଦ୍ରକରି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ପୁଲିସ ସହ ସଂଘର୍ଷରେ ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। … Read More

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଦଳାଚକଟାରେ ଆହତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ … Read More

ପ୍ରଥମ ପରୀକ୍ଷଣ ସଫଳ, ଜେୱର ବିମାନବନ୍ଦରରେ ଘରୋଇ ଉଡ଼ାଣ ପାଇଁ ରାସ୍ତା ସଫା

ନୋଏଡା: ଉତ୍ତର ପ୍ରଦେଶ ଜେୱରରେ ନିର୍ମିତ ବିମାନବନ୍ଦରରେ ପ୍ରଥମ କାଲିବ୍ରେସନ ବିମାନ ସଫଳତାପୂର୍ବକ ଅବତରଣ କରିଛି। ବନ୍ଦରର ସମସ୍ତ ପ୍ରଯୁକ୍ତିବିଦ୍ୟା ସୁବିଧା, ରନୱେ ଓ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ ମାନକ ଅନୁସାରେ ଯୋଗ୍ୟ କି ନାହିଁ ତାହା ପରୀକ୍ଷା ପାଇଁ ଏହି … Read More