ଓଡ଼ିଶା ହେବ ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । … Read More

ଇ-ଚାଲାଣ ୫୦% କୋହଳ କଲେ ସରକାର

ଭୁବନେଶ୍ବର: ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇ-ଚାଲାଣରେ ସରକାର ଲାଗୁ କରୁଥିବା ଜରିମାନାରେ ୫୦ ପ୍ରତିଶତ କୋହଳ କରାଯାଇଛି। ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ … Read More

ବାଲିଯାତ୍ରା ଉପର ପଡିଆରେ ସ୍ଥାନ ପାଇବ ସାଂସ୍କୃତିକ ଐତିହ୍ୟ

କଟକ: ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଉପର ପଡିଆରେ କଟକ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦିଆଯିବ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ବିଶେଷକରି … Read More

ନୂଆପଡା ଉପନିର୍ବାଚନ ପାଇଁ ପୁଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ

ନୂଆପଡା: ଭାରତ ନିର୍ବାଚନ କମିଶନ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି  ସମୟରେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ  … Read More

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ପୌର ଅଧିକାରୀ

ଜଳେଶ୍ଵର: ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଳେଶ୍ଵର ପୌର ପରିଷଦର ଦୁଇ ଜଣ ଅଧିକାରୀ। ସେମାନେ ହେଲେ ସହକାରୀ ପରିମଳ ତଥା ଏମଆଇଏସ ସଂଯୋଜକ ବ୍ରଜ ଗୋପାଳ ଘୋଷ ଏବଂ ପରିମଳ ବିଶେଷଜ୍ଞ ରତିକାନ୍ତ ପାତ୍ର। ବକେୟା ବିଲ୍‌ କ୍ଲିୟର କରିବା ଲାଗି … Read More

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ: ୯ ଜଣିଆ ଗ୍ୟାଙ୍ଗକୁ ଧରିଲା ପୁଲିସ

କେନ୍ଦୁଝର: ଏକ ବ୍ୟାଙ୍କରେ ଡକାୟତି ଯୋଜନାକୁ ପଣ୍ଡ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଡକାୟତି କରିବା ଲାଗି ଗ୍ୟାଙ୍ଗ ସଦସ୍ୟମାନେ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ … Read More

ଦିଲ୍ଲୀରୁ ଫେରିଲେ ନବୀନ, ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଯାଇଥିଲେ ନବୀନ।  ଦିଲ୍ଲୀରେ ୩୨ ଦିନ ରହିବା ପରେ ଓଡ଼ିଶା ଫେରିଛନ୍ତି ।  ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ … Read More

୨୦ ହଜାର ଟଙ୍କା ଲାଞ୍ଚ ନେଇ ମହାକାଳପଡ଼ା ତହସିଲଦାର ଗିରଫ

ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍ ଶିବ ମଲ୍ଲିକକୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ … Read More

ଜମି ବିବାଦ: ଭାଇ ନେଲା ଭାଇର ଜୀବନ

କେନ୍ଦୁଝର: ଜମି ଲୋଭ ପାଇଁ ଅପରାଧ । ରାଗ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ । ଉଗ୍ରରୂପ ନେଲା ଜମି ବିବାଦ । ଭାଇର ଜୀବନ ନେଲା ଭାଇ । ବାପାଙ୍କ ପରେ ବଡ଼ ଭାଇ ହିଁ ସାନ ଭାଇର … Read More

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ କଲେ ନଷ୍ଟ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଶହଶହ … Read More