ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ଵାମୀ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ମଦ୍ୟପ ସ୍ଵାମୀ। ମୃତକ ସଞ୍ଜୁ ତନ୍ତୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ଵାମୀ … Read More

ଟ୍ରାଫିକ ନିୟମ ଉଲଂଘନ କଲେ ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ ।  ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି  । ଅଭ୍ୟାସ ଗତ ଟ୍ରାଫିକ ଉଲଂଘନ କାରୀଙ୍କ ଲିଷ୍ଟ ଦେଲା ପୋଲିସ । ୨୫୮ ଜଣ … Read More

ବିଜେପିର ବିଜୟ ସକଳ୍ପ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ାରେ ବିଜେପିର ବିଜୟ ସକଳ୍ପ ସମାବେଶ ଓ ମହା ମିଶ୍ରଣ ପର୍ବ । ଏଥିରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ବିଗୁଲ ବଜାଇବା ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ … Read More

ରାଜ୍ୟ ସରକାରୀଙ୍କ ଦୀପାବଳି ଭେଟି, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ  ଦୀପାବଳି ଭେଟି । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା ।  ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା ।  ଏହା ଜୁଲାଇ ପହିଲା ୨୦୨୫ରୁ … Read More

୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ଜୟ ଢୋଲକିଆ

ଭୁବନେଶ୍ୱର : ଆଜି ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି ।  ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନି ଜୟ ।  … Read More

କପାଳି ନଦୀ ଉପର ମୁଣ୍ଡରେ କୁମ୍ଭୀର ଆତଙ୍କ

ଭଦ୍ରକ : ନଦୀ ଉପର ମୁଣ୍ଡରେ କୁମ୍ଭୀର । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମଚାନ୍ଦ ପାଟଣା ସ୍ଥିତ କପାଳି ନଦୀରେ କୁମ୍ଭୀର ଆତଙ୍କ ଦେଖା ଦେଇଛି । ଗତକାଲି ସନ୍ଧ୍ୟାରେ ଦୁଇଟି କୁମ୍ଭୀର ନଦୀର … Read More

ଜାରି ହେଲା ବିଜେପିର ଷ୍ଟାର୍ ପ୍ରଚାରକ ଲିଷ୍ଟ

ଭୁବନେଶ୍ବର: ନୂଆପଡା ମଇଦାନ ଏବେ ସରଗରମ । ନିଜ ନିଜ ଯୋଦ୍ଧାକୁ ଓହ୍ଲାଇ ସାରିଛନ୍ତି ୩ ଦଳ । ଏବେ ଲଢେଇ ଶେଷ ପ୍ରସ୍ତୁତିରେ । ତିନି ଦଳ ନିଜ ନିଜର ବିଜୟ ପାଇଁ ଅଙ୍କ କଷୁଥିବା ବେଳେ ବିଜେପି ଏକ … Read More

ସମଗ୍ର ଦେଶରୁ ପ୍ରତ୍ୟାହାର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଆଇଏମଡି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ସେହି ସମୟରେ ଉତ୍ତର-ପୂର୍ବ ମୌସୁମୀ ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲ, ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ … Read More

ବିଜେଡିକୁ ଝଟ୍‌କା, ବିଜେପିରେ ମିଶିଲେ ଲମ୍ବୋଦର

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ପୂର୍ବରୁ ଜୟ ଢୋଲକିଆ ଓ ଲମ୍ବୋଦର … Read More

୭୯ ବର୍ଷରେ ପାଦ ଥାପିଲେ ନବୀନ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ। ସ୍ବର୍ଗତ ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ରାଜ୍ୟ ଇତିହାସର ଏକ … Read More