ଶ୍ରୀମନ୍ଦିରରେ ଷୋଳପୂଜାର ବିଧି ଆରମ୍ଭ, ମୂଳାଷ୍ଟମୀ ଅନୁଷ୍ଠିତ
ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନାନ୍ୟ ଦେବୀ ପୀଠମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା । ଏ ନେଇ ଶ୍ରୀ ନଅରରେ ବିଧି ଅନୁସାରେ ଗଜପତି ମହାରାଜା ଦିବ୍ୟ ସିଂହ … Read More
