ଅନଲାଇନ ପ୍ରେମର ଭୟଙ୍କର ପରିଣତି, ପ୍ରେମିକାର ବେକ କାଟିଦେଲା ପ୍ରମିକ

ପାରାଦୀପ : ଅନଲାଇନ ପ୍ରେମର ଏକ କରୁଣ ଦୃଶ୍ୟକୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କ ବେକ କାଟିଦେଲା ଯୁବକ ।  ମୋବାଇଲରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।  ଆଜି … Read More

ଅନଲାଇନରେ ବିକ୍ରି ହେବ ନି ମହାପ୍ରସାଦ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପ୍ରସ୍ତାବକୁ ଅଗ୍ରାହ୍ୟ କେଲ

ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା … Read More

ନଭି ମୁମ୍ବାଇର ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

 ମୁମ୍ବାଇ: ନଭି ମୁମ୍ବାଇର ନେରୁଲ ସ୍ଥିତ ଏକ ହସପିଟାଲରେ ନିଆଁ ଲାଗିଯାଇଛି । ହସପିଟାଲର ୩ୟ ମହଲାରେ ନିଆଁ ଲାଗିବା ଯୋଗୁଁ ଅନେକ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ଦମକଳ ଟିମ୍ ନିଆଁକୁ ଆୟତ୍ତ କରୁଛି । … Read More

ଆମେରିକା ମାଟିରୁ ପାକିସ୍ତାନର ଧମକ; ଭାରତର ଦୃଢ଼ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ମାଟିରୁ ଦେଇଥିବା ପରମାଣୁ ଧମକକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କେବଳ ପାକିସ୍ତାନକୁ ନୁହେଁ, ଆମେରିକାକୁ ବି ତା’ ଅସଲ ଚେହେରା ଦେଖାଇଛି। ମୁନିରର ଧମକ ଉପରେ … Read More

ରାଫେଲ ଯୁଦ୍ଧବିମାନ ପାଇଁ ଜଣାଇଲା ଦାବି, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ସହିତ ସମଗ୍ର ବିଶ୍ୱକୁ ତାର ଶକ୍ତି ଅନୁଭବ କରାଇଛି। ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ବିଶେଷ ଭୂମିକା ଗ୍ରହଣ କରିଛି। କାରଣ ଏହି ସମୟରେ ଭାରତୀୟ ବାୟୁସେନା ଏକ ବିଶେଷ ଆବେଦନ ରଖିଥିଲା। … Read More

ଚେନ୍ନାଇରେ ଜରୁରୀ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଏୟାର ଇଣ୍ଡିଆ ଯାତ୍ରୀ

ଚେନ୍ନାଇ:  ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ … Read More

ଗାଜା-ଇସ୍ରାଏଲ ଯୁଦ୍ଧରେ ୫ ସାମ୍ବାଦିକ ମୃତ, IDF କହିଛି ସାମ୍ବାଦିକ ନୁହେଁ ବରଂ ଆତଙ୍କୀ

ନୂଆଦିଲ୍ଲୀ: ଇସ୍ରାଏଲ ନିରନ୍ତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରୁଛି। ଇସ୍ରାଏଲୀ ଆକ୍ରମଣରେ ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଗାଜା ସହରର ଅଲ-ଶିଫା … Read More

ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ପ୍ରାୟତଃ ଦେଖାଯାଏ। ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ … Read More

ଭୋଟ ଚୋରି ପ୍ରସଙ୍ଗରେ ପୋଲିସ ହେପାଜତରେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ସରଗରମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଏବଂ କଥିତ ‘ଭୋଟ ଚୋରି’ … Read More

ସଂଶୋଧିତ ଆୟକର ବିଲ ୨୦୨୫ ଲୋକସଭାରେ ଉପସ୍ଥାପିତ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ … Read More