ଘରେ ପଶି ମା’ ଝିଅକୁ ଆକ୍ରମଣ, ମାଆ ମୃତ ଝିଅ ଗୁରୁତର
ବ୍ରହ୍ମପୁରରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ । ମା ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଘରେ ପଶି ମହିଳାଙ୍କୁ ଜୀବନରୁ ମାରିଦେଲେ । କଣ ପୁରୁଣା ପ୍ରେମିକ ନେଇଗଲା ମହିଳାଙ୍କ ଜୀବନ! ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି … Read More
