ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅକୁ ବାନ୍ଧିଲା ଇଡି

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ଘରେ … Read More

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବାଲେଶ୍ୱର : ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ଜୋର । FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି ପ୍ରଫେସର … Read More

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଗିରଫ ଯୁବକ ଜଣକ ହେଲେ ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରି … Read More

ନିଜ ଦେହରେ ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲେ ମହିଳା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରୁ ଆତ୍ମହତ୍ୟାର ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଛପରୌଲୀ ଥାନା ଅନ୍ତର୍ଗତ ରଠୌଡା ଗାଁରେ ଯୌତୁକ ପାଇଁ ମନୀଷା ନାମରେ ଜଣେ ମହିଳା ବିଷ ପିଇ ଜୀବନ ହାରିଛନ୍ତି … Read More

ସୋସିଆଲ ମିଡିଆରେ ମୃତ ଛାତ୍ରୀଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ, ଜଣେ ଯୁବକ ଗିରଫ

ଜଳେଶ୍ୱର: ଏଫ୍ଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ଓଡ଼ିଶା । ବିଶେଷ କରି ଉପକୂଳ ଅଞ୍ଚଳରେ ବେଶି ତାତି । କାରଣ ରାଜନୀତି ଚାଲିଛି ଘଟଣାକୁ ନେଇ । ତେବେ ଏସବୁ ଭିତରେ କିନ୍ତୁ ସୋସିଆଲ ମିଡିଆରେ … Read More

ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ

ରାୟଗଡ଼ା: ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନେ ବାରମ୍ବାର ଦୁଷ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନାକୁ ଆସୁଛି। ପୁଣି ବିଷମକଟକରେ ଦେଖିବାକୁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ଜା ଜନକ ଘଟଣା । ରାୟଗଡା … Read More

ଭାରତରେ ତିଆରି ହେବ ଷ୍ଟିଲ୍‌ଥ ଯୁଦ୍ଧ ବିମାନ ଇଞ୍ଜିନ

ଭାରତରେ ତିଆରି ହେବ ଷ୍ଟିଲ୍‌ଥ ଯୁଦ୍ଧ ବିମାନର ଇଞ୍ଜିନ। ଏ ନେଇ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖୁବଶୀଘ୍ର ଏକ ପ୍ରତିରକ୍ଷା ଚୁକ୍ତି ହେବାକୁ ଯାଉଛି। ପ୍ରାୟ ୬୧ ହଜାର କୋଟି ଟଙ୍କା ବିନିମୟରେ ଫ୍ରାନ୍ସ ସହିତ ୧୨୦ କିଲୋନ୍ୟୁଟନ(କେଏନ) ଜେଟ୍‌ … Read More

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କଟକଣା ପ୍ରତ୍ୟାହୃତ, ଆସିବ ନୂଆ ବିଜ୍ଞପ୍ତି

କଟକ : ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏହାରି ଭିତରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ … Read More

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାରଣ ଘଟଣା: କୁଳପତି ଜାରି କଲେ ଆଡଭାଇଜରି

ସମ୍ବଲପୁର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ଆଡଭାଇଜରି । ଏଥିସହ ଅପରାହ୍ନ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି ବୈଠକ । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ଯକ୍ଷେତ୍ରରେ ପ୍ରଫେସନାଲ … Read More

ଲାଲୁଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଚାକିରି ପାଇଁ ଜମି ମାମଲାରେ ଦେଲେନି ରହିତାଦେଶ

ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଦେବାକୁ ଶୁକ୍ରବାର ମନା କରିଦେବା ପରେ ଲାଲୁଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଲୁଙ୍କ … Read More