ପଞ୍ଚଭୂତରେ ଲୀନ ସୌମ୍ୟାଶ୍ରୀ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୦ ଲକ୍ଷର ସହାୟତା ରାଶି

ବାଲେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଏଫଏମ କଲେଜ ପୀଡିତା ସୌମ୍ୟାଶ୍ରୀ ବିଶି । ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ତାଙ୍କ ପୈତୃକ ଗାଁ ପଳାସିଆ ମଶାଣିରେ ସୌମ୍ୟାଶ୍ରୀଙ୍କ … Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା: ଦୋଷୀକୁ ମିଳିବ କଠୋର ଦଣ୍ଡ

ଭୁବନେଶ୍ୱର : ମୃତ୍ୟୁ ସହ ସଂଗ୍ରାମ କରି ବାଲେଶ୍ୱର ଏଫଏମ୍ କଲେଜର ପୀଡିତାଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସୌମ୍ୟାଶ୍ରୀଙ୍କ … Read More