ଅବଲୋକିତେଶ୍ୱରଙ୍କ ଆଶିର୍ବାଦ, ମୁଁ ଆଉ ୩୦-୪୦ ବର୍ଷ ବଞ୍ଚିବି: ଦଲାଇ ଲାମା

ମ୍ୟାକଲୋଡଗଞ୍ଜ ୫।୭: ଉତ୍ତରାଧିକାରୀ ଘୋଷଣାକୁ ନେଇ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଦଲାଇଲାମା। ଶନିବାର ସେ କହିଛନ୍ତି ଯେ ‘ମୋତେ ଲାଗୁଛି ଲୋକଙ୍କ ସେବା ନିମନ୍ତେ ମୁଁ ଆଉ ୩୦-୪୦ବର୍ଷ ଜୀବିତ ରହିବି’। ମ୍ୟାକଲୋଡଗଞ୍ଜରେ ମୁଖ୍ୟ ଦଲାଇଲାମା ମନ୍ଦିର ତସୁଗଲାଗଖାଂଗରେ ରବିବାର ଜନ୍ମଦିବସ … Read More

ବାଣପୁରର ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର … Read More

ଆସନ୍ତକାଲି ଅନୁଷ୍ଠିତ ହେବ ପବିତ୍ର ସୁନାବେଶ, ଅପରାହ୍ନ ୫ ଟା ରୁ ରାତି ୧୧ ଯାଏ ଦେବେ ଦର୍ଶନ

ପୁରୀ : ଆସନ୍ତାକାଲି  ଏକାଦଶୀ ଅବସରରେ ଅନୁଷ୍ଠିତ ହେବ ପବିତ୍ର ସୁନାବେଶ  l ବାହୁଡ଼ାଯାତ୍ରାରେ ଫେରିଥିବା ମହାପ୍ରଭୁ ଆସନ୍ତାକାଲି ବଡ ତଢ଼ାଉ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ l ରଥ ଉପରେ ମହାପ୍ରଭୁ ଙ୍କ ମଧ୍ୟାହ୍ନଧୁପ ସାରିବାପରେ ସନ୍ଧ୍ୟା ଆଳତି ସହ … Read More

ପହଲଗାମ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ହେଲେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ଏହାକୁ ବ୍ୟବହାର କରୁଛି: ପାକିସ୍ତାନ

ନୂଆଦିଲ୍ଲୀ: ଦୁର୍ଭାଗ୍ୟପୂର୍ଣ୍ଣ ପହଲଗାମ ଆକ୍ରମଣକୁ ନେଇ ଭାରତ ଦେଶର ଉକ୍‌ସାଇବା ଭଳି ସ୍ଥିତି ସୃଷ୍ଟି କରି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିବା ଆଜରବାଇଜାନରେ ଆର୍ଥିକ ସହଯୋଗ ସଂଗଠନ (ECO) … Read More

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ … Read More

୧୨ଟି ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ଘୋଷଣା ପତ୍ରରେ ସମ୍ପୃକ୍ତ ଦେଶଗୁଡିକ ଆମେରିକାକୁ ରପ୍ତାନି କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ … Read More

ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର, ଖାତାରେ ଆଉ ରହିବନି ମିନିମମ୍ ବାଲାନ୍ସ

ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର ବି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ଆପଣ କିଛି ସମୟ ପାଇଁ ଦେଖନ୍ତୁ । ନଚେତ ହୁଏତ ଆପଣ ଏ ସୂଚନା ପାଇବାରୁ ବଞ୍ଚିତ ହୋଇପାରନ୍ତି । … Read More

ଅମରନାଥ ଯାତ୍ରା ସମୟରେ ଦୁର୍ଘଟଣା, ୩୬ ଯାତ୍ରୀ ଆହତ

ରାମବନର ଚନ୍ଦରକୋଟ ଲାଙ୍ଗରରେ ଅମରନାଥ ଯାତ୍ରାର ପହଲଗାମ କାଫଲାର ଶେଷ ଗାଡ଼ି ନିୟନ୍ତ୍ରଣ ହରାଇ ଫସି ରହିଥିବା ଗାଡ଼ି ସହିତ ଧକ୍କା ହୋଇଛି, ଯାହା ଫଳରେ ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ୩୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। … Read More

୨୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଆଉ ୩ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ଆଉ ଏକ ଟର୍ଫ ଲାଇନ ଏହି ଘୂର୍ଣ୍ଣିବଳୟ ଉପର … Read More

ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଗିରଫ କରିଛି ଆମେରିକା ପୁଲିସ। ଭାରତର ଅନୁରୋଧ କ୍ରମେ ଆମେରିକା ଏହି ପଦକ୍ଷେପ ନେଇଛି। ନେହାଲଙ୍କୁ ଗିରଫ କରି ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି କେନ୍ଦ୍ରୀୟ ତଦନ୍ତ … Read More