ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ : ଓଏଏସ ସଂଘ
ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ । ଆକ୍ରମଣ ପ୍ରଚ୍ଛଦପଟ୍ଟରେ ଯିଏ ଅଛି ତାଙ୍କର ଗିରଫ ଜରୁରୀ । ମାସ ମାସ ଧରି ତଦନ୍ତ ଚାଲିଲେ ହେବ ନାହିଁ ତିନି … Read More
