ଭିଟିଏସକୁ ନେଇ ଚିନ୍ତାରେ ଭ୍ୟାନ୍ ମାଲିକ, ସବୁ ଅଂଚଳରେ ନାହିଁ ଇଣ୍ଟରନେଟ୍

ନବରଙ୍ଗପୁର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନମଣ୍ଡିରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ଆପ୍ ଆରମ୍ଭ କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପୂରା ଦମ୍ ଲଗାଇଛି। ମଣ୍ଡିରୁ ମିଲ୍କୁ ପରିବହନ … Read More

ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୁଲିସ ନିକଟରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଡିଭିସିଏମ, ୪ ଜଣ ଏସିଏମ, ପାର୍ଟି ମେମ୍ବର ୨ ଜଣ, ମିସିଲିଆ ସଦସ୍ୟ ୨ ଜଣ ଏବଂ ଆରପିସି … Read More

ଯୁବକଙ୍କୁ ଦୁଇଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଅଟକ ରଖିଲେ : ସାଂସଦଙ୍କ ହସ୍ତକ୍ଷେପ ପରେ ଛାଡ଼ିଲେ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଅଟକ ରଖିଛନ୍ତି। ଖବର ପାଇ ବାଲେଶ୍ୱର ସାଂସଦ ପହଂଚି ଏସପିଙ୍କ ସହିତ … Read More

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର ୩ ସଦସ୍ୟ : ଶାଶୁ-ବୋହୂ ମୃତ, ପୁଅ ଗୁରୁତର

ଆଠଗଡ଼ : ପାରିବାରିକ କଳହର କରୁଣ ପରିଣତି । ଏକା ସଙ୍ଗେ ବିଷ ପିଇଲେ ଗୋଟିଏ ପରିବାରର ୩ ଜଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ … Read More

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଜାରି

ବ୍ରହ୍ମପୁର: ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମିରେ ଗତ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ତନାଘନା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ କୋର୍ଟ ପରିସରରେ … Read More

ଜି-୭ରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

୫୧ତମ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢେଇକୁ ମଜବୁତ କରିବା ପାଇଁ ଆହ୍ୱନ ଦେଇଛନ୍ତି । ଏହାସହିତ ଆତଙ୍କବାଦଙ୍କ ବିରୋଧରେ … Read More

ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ ଆମେରିକା – ଇରାନ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଷଷ୍ଠ ଦିନରେ ପହଞ୍ଚିଛି। କ୍ରମାଗତ କ୍ଷେପଣାସ୍ତ୍ର ବିନିମୟ ଏବଂ ବିମାନ ଆକ୍ରମଣ ଯୋଗୁ କ୍ଷୟକ୍ଷତି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତି ବ୍ୟାପକ ଆଞ୍ଚଳିକ ସଂଘର୍ଷର ଆଶଙ୍କାକୁ ପ୍ରଶ୍ରୟ ଦେଉଛି। ଇସ୍ରାଏଲ … Read More

୨୦ ରେ ବନ୍ଦ ରହିବ ଭୁବନେଶ୍ୱର ଓ କଟକ ମହାନଗରର ସମସ୍ତ ସ୍କୁଲ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ସମସ୍ତ ସ୍କୁଲ। ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଧ୍ୟାନରେ ରଖି ଭୁବନେଶ୍ବର ଓ କଟକ ମହାନଗର ସ୍ଥିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ … Read More

ମୋଦୀଙ୍କୁ ଭେଟିଲେ ଜର୍ଜିଆ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । କାନାଡାର କାନାନାସକିସରେ ଅନୁଷ୍ଠିତ ୫୧ତମ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସାମିଲ ହୋଇଥିଲେ । ଏହି ଅବସରରେ ଉଭୟ … Read More

ଭାଇର ଶେଷକୃତ୍ୟ କରିବାକୁ ହସ୍ପିଟାଲରୁ ଆସିଲେ ବିଶ୍ବାସ କୁମାର

ଗାନ୍ଧୀନଗର: ମନରେ କୋହ, ଆଖିରେ ଲୁହ.. ଭାଇର ଶବକୁ କାନ୍ଧ ଦେଲା ବେଳେ ଆଖିରେ ଲୁହ ବୋଲ ମାନୁନି, ବନ୍ଧବାଡ ଭାଙ୍ଗି ବହି ଯାଉଛି । ନିଜକୁ ସମ୍ଭାଳି ହେଉନି, ଲୁହ କୋହକୁ ଅଟକାଇ ହେଉନି । ସାଙ୍ଗରେ ଦୁଇ ଭାଇ … Read More