ରାଜ୍ୟସଭା ଯିବେନି ବୋଲି କହିଲେ କେଜ୍ରିଓ୍ବାଲ !

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ରାଜ୍ୟସଭାକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୋମବାର (୨୩ ଜୁନ୍) ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭାକୁ ଯିବା ପ୍ରଶ୍ନରେ ସେ କହିଛନ୍ତି, … Read More

ଲଗାଣ ବର୍ଷାରେ ବେହାଲ ସୁରଟ

ଗାନ୍ଧୀନଗର: ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ସୁରଟ । ସକାଳେ ସକାଳେ ଲଗାଣ ବର୍ଷା ପରେ ସହରରେ ବନ୍ୟା ପରି ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଫଳରେ ସହର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡ଼ା ହୋଇଛି … Read More

‘ଆମରି ଶିଶୁ’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୬: ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି … Read More

ଭାଙ୍ଗିଲା ମହିମା ଗାଦିର ଦଧିନଉତି

ଢେଙ୍କାନାଳ  : ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ … Read More

ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ନିଜ ଆଡୁ ମାମଲା ରୁଜୁ କରିଛି ଏନଏଚଆରସି

ଭୁବନେଶ୍ୱର : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ସୋମବାର ନିଜ ଆଡୁ ମାମଲା ରୁଜୁ କରିଛି  ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) । ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । … Read More

ରାଜ୍ୟପାଳଙ୍କ ଉଦ୍‌ବେଗ: କହିଲେ ଅଫିସର ବି ଜାଣୁନାହାନ୍ତି ଯୋଜନା

ଭୁବନେଶ୍ୱର,୨୩ା୬: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ … Read More

୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ଏହାର ପ୍ରତିବାଦରେ ଜୁନ୍ ୨୫ ତାରିଖ … Read More

ପୁଣି ଫର୍ଡୋ ଆଣବିକୁ କେନ୍ଦ୍ର ଉପରେ ଆକ୍ରମଣ କଲା ଇସ୍ରାଏଲ

ତେହେରାନ: ଆମେରିକାର ବିମାନ ଆକ୍ରମଣ ପରେ ଇସ୍ରାଏଲ ମଧ୍ୟ ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରିଛି। ଇରାନର ସମାଚାର ଏଜେନ୍ସି ତସନିମର ରିପୋର୍ଟ ଅନୁଯାୟୀ, କୋମ୍ ପ୍ରଦେଶର ବିପର୍ଯ୍ୟୟ ପରିଚାଳନା ମୁଖ୍ୟାଳୟ କହିଛି ଯେ ଇସ୍ରାଏଲୀ ସେନା … Read More

୪ ହଜାର ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ ନଷ୍କ୍ରିୟ ହେବାରେ ଲାଗିଛି କରୋନା। ପୂରା ଦେଶବାସୀଙ୍କ ପାଇଁ ଏହା ଏକ ସୁଖବର। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ସୋମବାର (ଜୁନ୍ ୨୩) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୪,୪୨୫କୁ … Read More

ଶକ୍ତିଶାଳୀ ‘ଖୈବର୍‌ ଶାକାନ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ

ତେହରାନ: ଇରାନ ଆଜି ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍‌ ଶାକାନ୍‌’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି।   ଇସ୍ରାଏଲର ଅତ୍ୟାଧୁନିକ ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥା ଏହି  କ୍ଷେପଣାସ୍ତ୍ରକୁ ରୋକିବାରେ ବିଫଳ ହୋଇଛି। ଏକ ଐତିହାସିକ ଇହୁଦୀ ଦୁର୍ଗର ନାମ … Read More