ଅରୁଣଭା ଘୋଷ ସିଓପି-୩୦ର ଦକ୍ଷିଣ ଏସିଆ ପ୍ରତିନିଧି ନିଯୁକ୍ତ

ନୂଆଦିଲ୍ଲୀ : ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍‌ କାଉନସିଲ ଅନ୍‌ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍‌ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ସିଓପି-୩୦ ଆସନ୍ତା ନଭେମ୍ବରରେ ବ୍ରାସିଲଠାରେ ଅନୁଷ୍ଠିତ … Read More

ତୁର୍କୀ କମ୍ପାନି ଉପରୁ ସୁରକ୍ଷା ମଂଜୁରୀ ହଟାଇଲା ଭାରତ

ନୂଆଦିଲ୍ଲୀ : ଯୁଦ୍ଧ ବେଳେ ପାକିସ୍ତାନକୁ ସହାୟତା କରିବା ତୁର୍କୀକୁ ମହଙ୍ଗା କରିଛି । ଭାରତ ସରକାର ଭାରତୀୟ ଏୟାରପୋର୍ଟଗୁଡ଼ିକରେ ଗ୍ରାଉଣ୍ଡ ହାଣ୍ଡେଲିଂ କରୁଥିବା ତୁର୍କୀ କମ୍ପାନି ସେଲେବିର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଦେଇଛନ୍ତି । ଏହି ନିଷ୍ପତ୍ତି ବ୍ୟୁରୋ ଅଫ୍ … Read More

ପ୍ରବେଶ ପାଇଁ ଅନୁମତି ଦେଉ ନଥିଲା ପ୍ରଶାସନ; ପଛପାର୍ଶ୍ବ ଦ୍ବାର ଦେଇ ଭିତରକୁ ପ୍ରବେଶ କରିଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ବିହାରର ଦରଭଙ୍ଗାରେ ପହଞ୍ଚିଥିଲେ। ଦରଭଙ୍ଗାଗସ୍ତ କରି ରାହୁଲ ଆମ୍ବେଦକର ହଷ୍ଟେଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବାକୁ ଚାହିଁଥିଲେ କିନ୍ତୁ ପ୍ରଶାସନ ତାଙ୍କୁ ଅନୁମତି ଦେଇ … Read More

ମୁଁ ଯୁଦ୍ଧବିରତି କରାଇନି, କେବଳ ସମସ୍ୟା ସମାଧାନ ଦିଗରେ ସହାୟତା କରିଥିଲି – ଟ୍ରମ୍ପ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣି ନାହାଁନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ସେ ମଧ୍ୟସ୍ଥତା କରିନାହାଁନ୍ତି। ଟ୍ରମ୍ପ କହିଛନ୍ତି … Read More

ପ୍ରଧାନଶିକ୍ଷକ, ଶିକ୍ଷକଙ୍କ ବଦଳି ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର : ୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସଂଶୋଧିତ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଜୁନ୍‌ … Read More

ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କ(ଏସଇବିସି) ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦ୍ୱନ୍ଦ୍ୱ ଦୂର କରିଛନ୍ତି । ସେ କହିଛନ୍ତି ଯେ, ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ … Read More

ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ: ସରକାର ନେବେ ଆଇନ୍‌ଗତ ପଦକ୍ଷେପ

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର … Read More

‘ଆମ ବସ୍‌’ ପୁଣି ଚାପିଦେଲା: ୩ ବାଇକ୍‌ ଆରୋହୀଙ୍କୁ ମାରିଲା ଧକ୍କା, ଶିଶୁର ମୃତ୍ୟୁ

ଖୋର୍ଦ୍ଧା/ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାରେ ଯାତାୟାତ ପାଇଁ ରାଜ୍ୟ ସରକାର ‘ଆମ ବସ୍‌’ ସେବା ଜାରି ରଖିଛନ୍ତି। ଏହି ସେବା ଲୋକଙ୍କ ପାଇଁ ଯେତିକି ସୁବିଧା କରୁଛି, ତାଠାରୁ ଅଧିକ ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ଯାତ୍ରୀ ‘ଆମ ବସ୍‌’ରେ ଯାତ୍ରାକୁ … Read More

ଆମ ପାରମ୍ପରିକ ଶକ୍ତି ଭାରତ ପାଇଁ ଯଥେଷ୍ଟ : ପାକ୍ ବୈଦେଶିକ ମନ୍ତ୍ରାଳୟ

ଇସ୍ଲାମାବାଦ : ପାକିସ୍ତାନରେ ଆଣବିକ ଅସ୍ତ୍ର ସୁରକ୍ଷିତ ନୁହେଁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିବା ପରେ ତାହାର ଜବାବ ଦେଇଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ରାଜନାଥଙ୍କ ବୟାନକୁ ନିନ୍ଦା କରାଯାଇଛି । ତାଙ୍କର … Read More

ଜେଲରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଇମ୍ରାନ ଖାଁ, ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡିଲେ ଇମ୍ରାନଙ୍କ ପୁଅ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କୁ ଡେଥ୍ ସେଲରେ ରଖାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ତାଙ୍କ ଓକିଲଙ୍କ ସହ କଥା ହେବାକୁ ମଧ୍ୟ ଅନୁମତି ନାହିଁ। … Read More