ଜୁଆ ଆଡ୍ଡା ଉପରେ ପୋଲିସର ରେଡ୍‌; ୧୫ ଗିରଫ

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସ ରେଡ୍‌ କରିଛି। ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁରେ ଜୁଆ ଆଡ୍ଡା ଚାଲିଥିଲା। ଏନେଇ ଖବର ପାଇବା ପରେ ଲଖନା ପୋଲିସ ଚଢଉ କରିଛି। ଚଢଉ ବେଳେ … Read More

ଦିଲ୍ଲୀରେ ଆପକୁ ଝଟକା ! ନୂଆ ଦଳ ଗଠନ କଲେ ଏହାର ୧୫ ପାର୍ଷଦ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ ଆଦମୀ ପାର୍ଟି (ଆପ)ର ସମସ୍ୟା ବଢିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଦିଲ୍ଲୀରେ ଦଳ ବିଭାଜିତ ହୋଇଯାଇଛି । ଦଳର ୧୫ ଜଣ ପାର୍ଷଦ ଇସ୍ତଫା ଦେଇଛନ୍ତି। ପୂର୍ବତନ … Read More

ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା

ପ୍ରେମ ପାଇଁ ହତ୍ୟାକାଣ୍ଡ । ଅପହରଣ ପରେ ଯୁବକଙ୍କ ଜୀବନ ନେଇଗଲେ । ଗତ ୫ ତାରିଖରେ ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର … Read More

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ

ହିସାର : ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ, ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ … Read More

ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା, ପ୍ରେମିକା ଜୀବନ ହାରିବା ପରେ ମିଳୁନି ପତ୍ତା

ଲଭରଙ୍କୁ ଲବ ହାଁସଦାଙ୍କ ଧୋକା ଅଭିଯୋଗ । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । … Read More

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ଲକ୍ଷ୍ମୀପୁର : ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ ଘଟିଛ । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା ।  ୩ଜଣ ସମ୍ପର୍କରେ … Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ … Read More

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ପୁରୀ: ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । … Read More

ଆହୁରି ଥରିବ ପାକିସ୍ତାନ, ମୋଦୀ ସରକାର ବଢାଇବେ ପ୍ରତିରକ୍ଷା ବଜେଟ୍‍

ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ । ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି ମୋଦୀ ସରକାର ପ୍ରତିରକ୍ଷା ବଜେଟକୁ ୫୦ହଜାର କୋଟିକୁ ବୃଦ୍ଧି କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ … Read More

ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍, ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର:  ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍ ।  ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦୁଝର ଜିଲ୍ଲା ଗୋପାଳପୁର ମୌଜାରେ ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା  ରାଜା ଚକ୍ରର ଫାର୍ମ ହାଉସ୍ ଉପରେ ଚଢ଼ାଉ … Read More