ପାକିସ୍ତାନ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ
ନୂଆଦିଲ୍ଲୀ : ପହେଲଗାଓଁ ଆକ୍ରମଣ ଘଟଣାର ନିନ୍ଦା କରି ଭାରତୀୟମାନେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ଦୁଇଦେଶ ମଧ୍ୟରେ ଖରାପ ଥିବା ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିବାବେଳେ ଭାରତୀୟମାନେ ଏକାଠି ହୋଇ ପାକ୍ … Read More