ପୁଣି ଓଡିଶା ଝାରଖଣ୍ଡ ସୀମାନ୍ତରେ IED ବିସ୍ଫୋରଣ, ବର୍ତ୍ତିଲେ ଯବାନ
ରାଉରକେଲା : ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ IED ବ୍ଲାଷ୍ଟ ହୋଇଛି । ସିଆରପିଏଫ ୧୭୪ ବାଟାଲିୟନର ଯବାନ କୁମ୍ବି ଅପରେସନ ସାରି ଫେରୁଥିବା ବେଳେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର … Read More
