୫୦୦ ଗାଁରେ ନାହିଁ ଇଣ୍ଟରନେଟ୍‌ ସେବା

କୋରାପୁଟ: ମୋବାଇଲ୍ ନେଟୱର୍କ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। କିନ୍ତୁ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିନି। ଯାହାଫଳରେ ଇ-କେୱାଇସି ଏବଂ ଅନ୍ୟ ସରକାରୀ କାମ ବାଧାପ୍ରାପ୍ତ … Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା ଉଦଘାଟିତ

ବାରିପଦା: ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ … Read More

ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର/ନୂଆଦିଲ୍ଲୀ: ରକ୍ଷକ ହୋଇ ଭକ୍ଷକ ପାଲଟିଥିଲେ। ୨୦୦୪ରୁ ୨୦୧୪ ଯାଏ କ୍ଷମତାରେ ଅନ୍ଧ ହୋଇ ୫ ହଜାର କୋଟି ଟଙ୍କାର ସଂପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଯିଏ ବିକିଛନ୍ତି, ସିଏ କିଣିଛନ୍ତି। ସେହି ବ୍ୟକ୍ତି ହେଲେ ବରିଷ୍ଠ କଂଗ୍ରେସ … Read More

ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ ତେଲଙ୍ଗାନା ସରକାର

ଭୁବନେଶ୍ବର: ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତିମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଆଜି ଆଭାସୀ ମାଧ୍ୟମରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣିର ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ … Read More