ପୋଷ୍ଟ ମାଷ୍ଟରଙ୍କ ଘରୁ ଲୁଟ ଅଭିଯୋଗ, ଦମ୍ପତିଙ୍କୁ ବାନ୍ଧି ଲୁଟିନେଲେ ୫ ଲକ୍ଷ ଟଙ୍କା
ସୋର: ଦମ୍ପତିଙ୍କୁ ବାନ୍ଧି ୫ ଲକ୍ଷ ଟଙ୍କା ଲୁଟିନେଲେ । ପୋଷ୍ଟ ମାଷ୍ଟର ଘରୁ ଲୁଟ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗାଁର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକଙ୍କ ଘରୁ ଡକାୟତି । ଆଖିରେ ପଟି ବାନ୍ଧି … Read More