ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିକାଶରେ ସାମିଲ ପାଇଁ ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୧୨,୫୪୮ଯୋଗ୍ୟ ପରିବାରକୁ ଏସଏଚଜିରେ ସାମିଲ କରାଯାଇଥିଲା। ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ … Read More

କିଟ୍ ନେପାଳ ଛାତ୍ରୀ ମୃତ୍ୟୁ ଘଟଣା : NHRC ପ୍ରୋସିଡିଙ୍ଗ ଉପରେ ରହିତାଦେଶ, ୨୯ରେ ପରବର୍ତ୍ତୀ ଶୁଣାଣି

କଟକ : କିଟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନେଇଥିବା ପ୍ରୋସିଡିଙ୍ଗ ଉପରେ ଓଡିଶା ହାଇକୋର୍ଟଙ୍କ ରହିତାଦେଶ । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନ୍ ଦେଇଥିବା ପ୍ରୋସିଡିଙ୍ଗ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ … Read More

ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୪୮ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି। ଏନେଇ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ … Read More