ପୁରୀ ଲୋକନାଥ ମନ୍ଦିରରେ ବାଉନ୍ସର ନିୟୋଜିତ ଘଟଣାରେ ତଦନ୍ତ ଆରମ୍ଭ

ପୁରୀ: ପୁରୀ ଲୋକନାଥ ମନ୍ଦିର ପରିସରରେ ପାଳିଆ ସେବାୟତ କିଛି ବାଉନ୍ସର ମୁତୟନ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନ୍ୟ ସେବାୟତ ଓ ଭକ୍ତ ବିରୋଧ କରିବାରୁ ସେମାନଙ୍କୁ ଅଟକ ରଖିଛି ପୋଲିସ। ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ … Read More

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ, ଆମ୍ବୁଲାନ୍ସ ଛାଡ଼ିଲେନି ଉତ୍ୟକ୍ତ ଲୋକ

କଟକ : ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ।  ଆଠଗଡ଼ ଖୁଣ୍ଟୁଣୀ ରାଣୀ ବଣିଆ ସ୍ଥିତ ଆଦର୍ଶ କାରାଗାରରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।  ମୃତକ ଜଣକ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ ।  ଗତକିଛି … Read More

ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ ଗିରଫ। କଳାହାଣ୍ଡି ଜିଲ୍ଲାର ମୋହନଗିରିରୁ ଗିରଫ କଲା ଦେଓଗାଁ ପୋଲିସ।ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଜଣ … Read More

ହିନ୍ଦୀ ବିବାଦ: ‘ଭାଷା’ ଯୁଦ୍ଧରୁ ପଛକୁ ହଟିଲେ ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ଦ୍ରାବିଡ ମୁନେତ୍ର କାଝଗମ (ଡିଏମକେ) ସଭାପତି ଏମ୍.କେ. ଷ୍ଟାଲିନ୍ ବୁଧବାର କହିଛନ୍ତି ଯେ, ଯଦି ତାମିଲନାଡୁ ଏବଂ ତାମିଲମାନଙ୍କ ସ୍ୱାଭିମାନ ସହିତ ଖେଳ ନ ଖେଳି ହିନ୍ଦୀ ଭାଷାକୁ ବଳପୂର୍ବକ ସେମାନଙ୍କ ଉପରେ ଲଦି … Read More

ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ଯୋଗୁଁ ନିଲମ୍ୱିତ ହେଲେ ଇନ୍ସପେକ୍ଟର

ଜଗତସିଂହପୁର: କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ସସପେଣ୍ଡ ।  ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ … Read More

ଖୁବ୍‌ଶୀଘ୍ର ଭୁବନେଶ୍ୱର ସହ ୧୩ଟି ବିମାନବନ୍ଦରର ହେବ ଘରୋଇକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୁବ୍‌ଶୀଘ୍ର ଦେଶର ୧୩ ବିମାନବନ୍ଦରର ହେବ ଘରୋଇକରଣ। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆସେଟ୍‌ ମୁଦ୍ରୀକରଣ ମାଧ୍ୟମରେ ରାଜସ୍ୱ ବଢାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଏହି କ୍ରମରେ ୧୩ ବିମାନବନ୍ଦରର ଘରୋଇକରଣ ପ୍ରକ୍ରିୟାକୁ … Read More

ଋଷିଆ-ୟୁକ୍ରେନ୍ ଯୁଦ୍ଧ: ଟ୍ରମ୍ପଙ୍କ ହସ୍ତକ୍ଷେପ, ୩ ବର୍ଷ ପରେ ଯୁଦ୍ଧ ନେଉଛି ନୂଆ ମୋଡ଼

ମସ୍କୋ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ନୂଆ ମୋଡ ନେବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଯୁଦ୍ଧ ବନ୍ଦ ହେବା ନେଇ ଆଶଂକା ଯେତିକି ବଢିଛି, ସ୍ଥିତି ସେତେକି ଜଟିଳ … Read More

ବାବା ଆଖଣ୍ଡଳମଣୀଙ୍କ ପୀଠ ପାଇଁ ୧୦ କୋଟି, ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭଦ୍ରକ : ଆରଡ଼ି ପୀଠକୁ ୧୦ କୋଟି ଟଙ୍କାର ଅନୁଦାନ । ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ରାଶି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ । ପରିକ୍ରମା ପ୍ରକଳ୍ପକୁ … Read More

ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପ୍ରବଳ ଭିଡ଼, ୨ ମହିଳା ଭକ୍ତ ଆହତ

ଭୁବନେଶ୍ୱର: ଆଜି ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ … Read More

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣୀ ପୀଠ, ଭୋର ୪ ଟା ୩୦ରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ

ଭଦ୍ରକ : ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ଦ୍ଵାରା ପହିଲି … Read More