ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ … Read More

ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା

ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍‌ ଏବଂ ଗୋଡ଼ରେ ବେଡ଼ି … Read More

ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ପାଇଁ ୧୮୨ କୋଟି ଖର୍ଚ୍ଚ କରିଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବା କଥା ଗତ ବର୍ଷ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ଖୋଦ ଆମେରିକା ସରକାର ତାହାର ପ୍ରମାଣ ଦେଇଛନ୍ତି । ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) … Read More

ବାଂଲାଦେଶକୁ ପାଣ୍ଠିଯୋଗାଣ ବନ୍ଦ କଲେ ମସ୍କ୍

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ନେତୃତ୍ବରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଏବେ କାର୍ଯ୍ୟରେ ଲାଗିଛି। ଇତିମଧ୍ୟରେ ଆମେରିକୀୟ ଟିକସଦାତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଅନେକ ବିଦେଶୀ ପ୍ରକଳ୍ପକୁ ବାତିଲ କରିଛି। ଏହି ତାଲିକାରେ … Read More

ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ସମ୍ପତ୍ତି

ଚେନ୍ନାଇ,୧୬ା୨: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ଜିନିଷପତ୍ର ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଥିବା ଏହି ହସ୍ତାନ୍ତର ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ … Read More

‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ … Read More

ରାଜ୍ୟରେ ସ୍କୁଲ ପରୀକ୍ଷାର ପ୍ରଶ୍ନପତ୍ର ବିକ୍ରି ଅଭିଯୋଗ: ଚାରି ଜଣ ୟୁଟ୍ୟୁବର୍, ସରକାରୀ ଶିକ୍ଷକ ଗିରଫ

ଭୁବନେଶ୍ୱର,୧୬।୨: ଅନଲାଇନ୍ ପ୍ଲାଟଫର୍ମରେ ଓଡ଼ିଶାରେ ସ୍କୁଲ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ରାକେଟକୁ ପୋଲିସ ପର୍ଦାଫାଶ କରିଛି। ଏହି ମାମଲାରେ ଚାରି ଜଣ ୟୁଟ୍ୟୁବର୍ ଏବଂ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ … Read More

ଦୁର୍ଗମ ଅଂଚଳରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା: ପଛକୁ ଯିବାକୁ ବାଧ୍ୟ ହେଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ଅସୁର ଥାନା ଅଂଚଳର ପୂଜାରୀକାଂକେର ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି ଅଂଚଳରେ ନକ୍ସଲ ନିଜର ଅଡ୍ଡା ବନାଇବା ସହ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଦୀର୍ଘ ଦିନ ଧରି ଲୋକେ … Read More

ଯୋଗାଣ ମନ୍ତ୍ରୀ କଲେକ୍ସନ୍‌ରେ ମାତିଛନ୍ତି: ତାରା

ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମନ୍ତ୍ରୀ ସବୁ ଜିଲ୍ଲାରେ ଏଜେଣ୍ଟ୍ ରଖି ଖାଲି କଲେକ୍ସନ୍‌ରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଧାନସଭା ଗୃହରେ ତାରାଙ୍କ ଏପରି ମନ୍ତବ୍ୟ … Read More

ଶ୍ରୀମନ୍ଦିରରେ ଅଘଟଣ: ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି। ଏଥିପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଭିତର କାଠରେ ରକ୍ତ ପଡ଼ିଥିବାରୁ ଏହି ବଡ଼ ମହାସ୍ନାନ କରାଯାଇଥିଲା । ପ୍ରାୟ ୨ରୁ ଅଢ଼େଇ … Read More