ଠକ ହଂସିତା ଓ ଅନିଲକୁ ଜେରା କରିବ ଆୟକର ବିଭାଗ
ଭୁବନେଶ୍ବର : ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ଅନିଲକୁ ଜେରା କରିବ ଆୟକର ବିଭାଗ । ସୋମବାର ଝାରପଡ଼ା ଜେଲ୍ରେ ଉଭୟଙ୍କୁ ଜେରା କରିବ ଆୟକର ବିଭାଗ । ଏନେଇ ତଦନ୍ତକାରୀ ଟିମ୍କୁ ୬ଘଣ୍ଟା ପଚରାଉଚରା ପାଇଁ ମିଳିଲା ଅନୁମତି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟକର … Read More
