ଟଙ୍କା ପାଇଁ ମହିଳା ନିଜେ ରଚିଥିଲେ ନିଜ ଅପହରଣର କାହାଣୀ

ଭୁବନେଶ୍ୱର: ଭୁବନେଶ୍ବରରୁ ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଟଙ୍କା ପାଇଁ ନିଜ ଅପହରଣର ନାଟକ ରଚିଥିଲେ ମହିଳା। ଭାଇଠାରୁ ୧ କୋଟି ଟଙ୍କା ଝଡ଼େଇବାକୁ କରାଯାଇଥିଲା ଅପହରଣର ନାଟକ । ଏହି ଅପହରଣ ନାଟକରେ ସଂପୃକ୍ତ ମହିଳାଙ୍କ … Read More

‘ଯୁବକଙ୍କ ପାଇଁ ନୂଆ ସୁଯୋଗ ଆଣିଛି ଯୋଗ ଅର୍ଥନୀତି ’

ଯୋଗ କଲା ସାରା ବିଶ୍ୱ । ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥରର ଥିମ୍ ରହିଛି ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଡାଲ୍ ହ୍ରଦ ନିକଟରେ … Read More

ଯୋଗ ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ‘ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର’

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ବରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ ଠାରେ ମଧ୍ୟ ଯୋଗ ଦିବସ ପାଳନ ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ … Read More

ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ। ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଳିଙ୍ଗ ଷ୍ଡାଡିଅମ୍ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ … Read More

ପ୍ରଥମେ ଭୋଗ ପରିତ୍ୟାଗ ହେଉ !

ହରିହର ତ୍ରିପାଠୀ ପାଳିତ ହେଉଛି ଦଶମ ଅନ୍ତର୍ଜାତୀୟ ଯୋଗଦିବସ  ।  ୨୦୧୫ ମସିହାରେ ପାଳିତ ହୋଇଥିଲା ପ୍ରଥମ ଯୋଗ ଦିବସ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଯେତେବେଳେ ଜୁନ୍ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଗଲା … Read More

ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାରେ BMC ଡ୍ରେନେଜ୍‌ ଡିଭିଜନ ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ବର : ରାଜଧାନୀ ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ୍‌ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ … Read More

ବାଟବଣା ୨୫ଟିକିଆ ହାତୀପଲ: ଜନବସତି ମୁଁହା ଦନ୍ତା, ଲୋକେ ଛାନିଆ

ଘୁ.ଉଦୟଗିରି: ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନକୁ ଗତ ଦେଢ଼ ମାସ ହେଲା ପଶି ଆସିଥିବା ଗଜରାଜ ଦଳ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳେଇଛନ୍ତି। ଜଙ୍ଗଲରୁ ଗାଁକୁ, ଗାଁରୁ ସାହିକୁ, ସାହିରୁ ମୁଖ୍ୟ ସଡ଼କ, ରାଜ୍ୟ … Read More

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

ଭୁବନେଶ୍ବର : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ। କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି … Read More

ନବୀନ ବାବୁ ଏକଦମ୍‌ ଫିଟ୍‌ ଓ ବ୍ୟୁଟିଫୁଲ୍‌ କହିଲେ ତାରା

ଭୁବନେଶ୍ବର : ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କ ହାତ ଓ ମୁଣ୍ଡ ଥରୁଥିଲା। ତାଙ୍କ ମାଇକ୍‌ ଆଉ ଜଣେ ଧରୁଥିଲା। ହେଲେ ଏବେ ନବୀନ ବାବୁ ଏକଦମ୍‌ ଫିଟ୍‌ ଅଛନ୍ତି। ସେ ଠକ୍‌ଠକ୍‌ କରି ଚାଲୁଛନ୍ତି। ବ୍ୟୁଟିଫୁଲ୍‌ ଦେଖାଯାଉଛନ୍ତି। ଆଜି ଏପରି … Read More

ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: ଅବଶିଷ୍ଟ ୩୫୪ ଏକର ଜମି ଅଧିଗ୍ରହଣ କେବେ?

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ହେଉଛି ଜିଲ୍ଲାବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି। ତେବେ ଏହି ବହୁ ପ୍ରତିକ୍ଷୀତ ଦାବି ପୂରଣହେବାର ନାଁ ନେଉନି। ବାସ୍ତବରେ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ପାଇଁ ଜମି ଅଧିଗ୍ରହଣରେ ଶିଥିଳତା ହିଁ ମୁଖ୍ୟ କାରଣ। ରାଜ୍ୟ … Read More