ପ୍ରଶ୍ନପତ୍ର ଲିକ୍ ମାଫିଆଙ୍କ ମୁହଁରେ ‘NEET ସତ’: ୩୦୦ କୋଟି ଟଙ୍କା ପାଇଁ ହୋଇଥିଲା ମସୁଧା
ନୂଆଦିଲ୍ଲୀ :ମେଡିକାଲ ପ୍ରବେଶିକା ବା NEET-UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଅନିୟମିତତାକୁ ନେଇ ଦେଶ ଭରି ବିବାଦ ଲାଗି ରହିଛି। ଏହାକୁ ନେଇ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ପୂର୍ବରୁ … Read More