ଆକ୍ସନ ମୁଡ୍‌ରେ ବିଏମସି; ମାସକରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ୍

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ସନ ମୁଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି)। ରାଜଧାନୀରେ ଥିବା ମୁକୁଳା ଡ୍ରେନ ଉପରେ ମାସକ ଭିତରେ ସ୍ଲାବ ପଡ଼ିବ … Read More

ବନ୍ଦ ରହିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ପହଣ୍ଡି ଟିକେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପରିଚାଳନା … Read More

ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା। ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି। ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ। ବଢ଼ିବ ସହରର ଆକାର। ଏହା ଦ୍ୱାରା ଗମନାଗମନ ସୁବିଧା ସହ … Read More

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ, ପ୍ରଶାସନିକ ନବକଳେବର ଖୁବଶୀଘ୍ର !

ଭୁବନେଶ୍ବର : ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି । ଆଜି କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡ଼ର ଓଡ଼ିଶାକୁ ଫେରାଇ ଦେବାପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର ପ୍ରଥମ … Read More

ଡିଏଲ୍ଏସ୍ ପଦ୍ଧତିର ଜନକ ଫ୍ରାଙ୍କ ଡକୱର୍ଥଙ୍କ ପରଲୋକ

ଲଣ୍ଡନ: କ୍ରିକେଟ୍‌ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ, ତାଙ୍କ … Read More

ଆରମ୍ଭ ହେଲା ୯୬ ହଜାର କୋଟିର ୫ଜି ସ୍ପେକ୍ଟ୍ରମ୍ ନିଲାମ

ନୂଆଦିଲ୍ଲୀ: ୫ଜି ସ୍ପେକ୍ଟ୍ରମ ନିଲାମ ପୁଣି ଥରେ ଆରମ୍ଭ ହୋଇଛି। ଏଥର ସରକାର ୯୬ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ ପାଇଁ ରଖିଛନ୍ତି। ଏହା ପୂର୍ବରୁ ୨୦୨୨ରେ ହୋଇଥିବା ୫ଜି ସ୍ପେକ୍ଟ୍ରମ ନିଲାମରେ ସରକାର ୧.୫ ଲକ୍ଷ କୋଟି ଟଙ୍କା … Read More

କେରଳ ହେବ କେରଳମ୍: ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ, କେନ୍ଦ୍ର ଗୃହମନ୍ତ୍ରଣାଳୟ ନେବେ ପଦକ୍ଷେପ

ଥିରୁଭାନନ୍ତପୁରମ୍: କେରଳ ବିଧାନସଭା ସୋମବାର ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ପାରିତ କରିଛି। ଏହି ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ମଧ୍ୟ ମିଳିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ପିନାରାଇ … Read More

ପ୍ରଶ୍ନପତ୍ର ଲିକ୍ କଲେ ଆଜୀବନ ଜେଲ୍ ଓ ଏକ କୋଟି ଜରିମାନା, ଯୋଗୀ ସରକାର ଆଣିଲେ ଅଧ୍ୟାଦେଶ

ଲକ୍ଷ୍ନୌ: ନିଟ୍ ଓ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ପେପର ଲିକ୍ ଓ କପି ମାଫିଆଙ୍କୁ ସାବାଡ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ଲିକ୍ … Read More

ନୀତୀଶଙ୍କୁ ନେଇ ବିଜେପିର ବଡ଼ ଘୋଷଣା: ଲାଲୁ-ତେଜସ୍ୱୀ-କଂଗ୍ରେସର ରାଜନୈତିକ ଆଶା ମଉଳିଲା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ପରେ ଲାଲୁ ପ୍ରସାଦ ଯାଦବ,ତେଜସ୍ୱୀ ଯାଦବ ଏବଂ କଂଗ୍ରେସର ରାଜନୈତିକ ଆଶା ମଉଳି ଯାଇଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା … Read More

କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ, ପୁଲିସ ଗୁଳିରେ ୧୦ ମୃତ

ନାଇରୋବି: ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ … Read More