୬ ମାସରେ ବାଲେଶ୍ଵର ଜିଲ୍ଲାକୁ ଆସିଛି ୧୦୩୮କୋଟି ଅନୁଦାନ: ୫ଟି ଅଧ୍ୟକ୍ଷ

ବାଲେଶ୍ଵର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ମିଶନ ପଡ଼ିଆରେ ବିଜେଡିର ‘ଆମ ଓଡ଼ିଶା ନବୀନ … Read More

ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ

ଭୁବନେଶ୍ବର: ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁଁ ଗତକାଲି … Read More

୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ନିମାପଡ଼ାରୁ ଜଣେ ଯୁବକଙ୍କଠାରୁ ୧ କେଜି ୬୦ ଗ୍ରାମର ବ୍ରାଉନ୍ ସୁଗର ଜବତ କରିଛି ଭୁବନେଶ୍ୱର ଏସ୍‌ଟିଏଫ୍‌। ଜବତ ବ୍ରାଉନ ସୁଗରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ … Read More

ରାଜ୍ୟପାଳଙ୍କୁ ରାସ୍ତାରେ ଅଟକାଇ ନିଜ ଘର ଦେଖାଇଲେ ମହିଳା

କେନ୍ଦ୍ରାପଡା : ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ କେତେ କାହାକୁ ନେହୁରା ହେଲେ। ହେଲେ କେହି ଶୁଣିଲେନି। ସବୁଆଡୁ ନିରାଶ ହୋଇ ନିଜର ଭଙ୍ଗାଦଦରା ଝାଟି ମାଟି ଘରେ ପାଳାତିପାତ କରୁଥିଲେ। ଆଜି ଗାଁକୁ ରାଜ୍ୟପାଳ ରଘୁବର … Read More

ବଦଳିଲା ନଗଡ଼ାର ଚିତ୍ର, ଛାଡ଼ିଲାନି ବିବାଦ; ପୁଣି ଜଣେ ଅପପୁଷ୍ଟିର ଶିକାର!

ଯାଜପୁର : ଅପପୁଷ୍ଟିକୁ ନେଇ ଚର୍ଚ୍ଚାରେ ଥିଲା ଯାଜପୁରର ନଗଡ଼ା। ବହୁ ସମାଲୋଚନା ପରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ଲାଗି ପଡ଼ିଥିଲେ। ପାହାଡ଼ ଚିରି ରାସ୍ତା ତିଆରି କରିଥିଲେ। ସରକାରୀ ଗାଡ଼ି ଚଲାଇଲେ। ନଗଡ଼ାବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା … Read More

ଷ୍ଟେସନ୍‌ରେ ହଜିଗଲେ ସ୍ୱାମୀ; ଫେରିବା ବାଟକୁ ଅନାଇଛନ୍ତି ସୁଭଦ୍ରା

ବାଲେଶ୍ବର : ଗାଁରେ କାମ ମିଳିଲାନି। ତେଣୁ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଉଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହଜିଗଲେ ସ୍ୱାମୀ। ଦୁଇ ଦିନ ରାଜଧାନୀରେ ଖୋଜିବା ପରେ ଖାଲି ହାତରେ ଘରକୁ … Read More

ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ବନ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ … Read More

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ରାଜ୍ୟର ସବୁ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ପୁରୀ,୬।୧: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ … Read More

ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ବର: ରାଜ୍ୟରେ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ଓଡ଼ିଶା ଚାଳକ ମହାସଂଘ ସ୍ଥଗିତ ରଖିଛି। ସରକାରଙ୍କ ଆହ୍ବାନ ପରେ ଆନ୍ଦୋଳନରୁ ଓହରିବାକୁ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ବାନ ଦେଇଛନ୍ତି। ଭିଡିଓ ଜାରି କରି ଚାଳକମାନଙ୍କୁ ଷ୍ଟିଅରିଂ ଛାଡ଼ … Read More

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ୨୦୨୪ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ନିମନ୍ତେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ଏହି … Read More