ରାମଲଲ୍ଲାଙ୍କ ଆଖି ଓ ହସକୁ ନେଇ ଶିଳ୍ପୀ ଯୋଗୀରାଜ ଦେଲେ ଏଭଳି ପ୍ରତିକ୍ରିୟା
ନୂଆଦିଲ୍ଲୀ: କର୍ଣ୍ଣାଟକର ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ରାମଲଲ୍ଲାଙ୍କ ମୂର୍ତ୍ତି ଗଢ଼ିଥିଲେ। ଆଜି ବିଶ୍ବ ଯେଉଁ ରାମଲଲ୍ଲାଙ୍କ ମୂର୍ତ୍ତିକୁ ଦେଖି ଖୁସି ହେବା ସହିତ … Read More