ଜେଲ୍‌ ଗଲା ବୁଖାରୀ, ରବିବାର ଓଡ଼ିଶା ଆସିବ କଶ୍ମୀର ପୁଲିସ୍‌!

ଭୁବନେଶ୍ବର : ସରିଲା ରିମାଣ୍ଡ ଅବଧି। ଜେଲକୁ ଗଲା ସୟିଦ ଈଶାନ୍ ବୁଖାରୀ। ୫ ଦିନିଆ ରିମାଣ୍ଡ ଅବଧି ପରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଈଶାନ୍ ବୁଖାରୀକୁ ଜେଲ୍ ପଠାଇଛନ୍ତି ଚଣ୍ଡିଖୋଲ କୋର୍ଟ। ବୁଖାରୀକୁ ୫ ଦିନିଆ ରିମାଣ୍ଡରେ … Read More

ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି … Read More

ଅସମ୍ଭାଳ ହେଉଛି କରୋନା, ଜିରୋ ନାଇଟ ସେଲିବ୍ରେସନକୁ ନେଇ ଦ୍ୱନ୍ଦ୍ବ

ଭୁବନେଶ୍ବର : ପୁଣି କରୋନା ଦେଖାଇଛି ତାର ପୁରୁଣା ରୂପ। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି … Read More

‘ଛାତ୍ରୀଛାତ୍ର କଠିନ ପରିଶ୍ରମ କରିବା ଉଚିତ’

କୋରାପୁଟ : ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ଯୁବ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଯୁବ … Read More

ଜାନୁୟାରୀ ୧୫ ସୁଦ୍ଧା ଦାବି ପୂରଣ ନ ହେଲେ ଆୟୁଷ ଡାକ୍ତର ସମୂହ ଛୁଟିରେ ଯିବେ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍‌କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା  ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବେ। ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର ସଭାପତି ପ୍ରଭାତ … Read More

ଜୟ ଜଗନ୍ନାଥ କହି ଏଡ଼ାଇଗଲେ ପାଣ୍ଡିଆନ, ମୁହଁ ଖୋଲିଲେ କାମିୟା ଜାନି

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିୟା ଜାନିଙ୍କ ପ୍ରବେଶ ଓ ମହାପ୍ରସାଦ ଖାଇବାକୁ ନେଇ ଦୁଇ ବିରୋଧୀ ଦଳ ସିଧାସଳଖ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ପୁରୀ ଶ୍ରୀମନ୍ଦିର ଭିତରକୁ କାମିୟା … Read More

‘ସ୍ପୋର୍ଟ୍ସ କୋଟା ନେଇ ଆଇଆଇଟି କାଉନସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି’ – ଧର୍ମେନ୍ଦ୍ର

ଭୁବନେଶ୍ବର : ଆଇଆଇଟିରେ କାର୍ଯ୍ୟକାରୀ ହୋଇପାରେ ସ୍ପୋର୍ଟସ କୋଟା। ଜେଇଇ ମାଧ୍ୟମରେ ଆଇଆଇଟି ଯାଏଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ପୋର୍ଟସ କୋଟା ରହିବା ସମ୍ଭାବନା ରହିଛି। ସ୍ପୋର୍ଟସ କୋଟା ନେଇ ଆଇଆଇଟି କାଉନସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା … Read More

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ହେଉଛି ବିକାଶର କ୍ରାନ୍ତି: ଅର୍ଜୁନ ମୁଣ୍ଡା

କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରୁ ବିକଶିତ ଭାରତର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ବିକାଶର ଏକ କ୍ରାନ୍ତି । ବିପୁଳ ଜନଭାଗିଦାରୀ ସହ ଏହି ଯାତ୍ରା ଦେଶବ୍ୟାପୀ ଆଗେଇ ଚାଲିଛି। ଏହା ଦେଶକୁ … Read More

ପ୍ରତିଭା ପ୍ରଦର୍ଶନ ପାଇଁ ସର୍‌ଗି ଫୁଲ୍‌ ଏକ ବହୁତ୍ ଭଲ ସୁଯୋଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭଲ ପାଠ ପଢ, ତୁମ ବାପା-ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ‘ଲୋକସେବା ଭବନ’ର ସଭାଗୃହ ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲାମାନଙ୍କ … Read More

କମିବ ଶୀତ, ଘେରିବ କୁହୁଡ଼ି!

ଭୁବନେଶ୍ବର : କମିବ ଶୀତ, ଘେରିବ କୁହୁଡ଼ି। ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର ବହୁ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ ଓ ତା’ପରେ ଶୀତରେ ସେଭଳି ବିଶେଷ ପରିବର୍ତ୍ତନ ଆସିବ ନାହିଁ। ଏଥିସହ ଆଗାମୀ ୭ … Read More