୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜ୍ୟ ସରକାର … Read More

ହାଇଟେକ୍‌ ମେଡ଼ିକାଲରେ ବିସ୍ଫୋରଣ : ଫାଟିଲା ଅକ୍ସିଜେନ ସିଲିଣ୍ଡର, ୪ ଆହତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ହସ୍ପିଟାଲ ପରିସରରେ ନିର୍ମାଣ … Read More

‘ଭାରତ ନ୍ୟାୟ ଯାତ୍ରା’ ପାଇଁ ଜାନୁଆରୀ ୪ରେ ବୈଠକ ଡାକିଲା କଂଗ୍ରେସ

ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି। ଏଥିପାଇଁ ଜାନୁଆରୀ ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି। ଏଥିରେ ୧୪ଟି ରାଜ୍ୟର କଂଗ୍ରେସ ସଭାପତିଙ୍କ ସହିତ ବିଧାୟକ ଦଳର ନେତାମାନଙ୍କୁ … Read More

ଆସାମରେ ଫେରିବ ଶାନ୍ତି, ଅସ୍ତ୍ର ଛାଡ଼ିବାକୁ ଉଲଫା ବିଦ୍ରୋହୀ ରାଜି

ନୂଆଦିଲ୍ଲୀ: ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ଉଲ୍ଫା)ର ଏକ ଗୋଷ୍ଠୀ ସହ କେନ୍ଦ୍ର ସରକାର ଓ ଆସାମ ସରକାର ଶୁକ୍ରବାର ଏକ ଶାନ୍ତି ଚୁକ୍ତି କରିଛନ୍ତି । ଏହି ଗୋଷ୍ଠୀ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ … Read More

ଗାୟକ ଓ ଗୀତିକାର ଅଖୁ ଅପହୃତ

ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଅପହରଣ କରାଯାଇଛି। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଶୁକ୍ରବାର ଜାତୀୟ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି। ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ … Read More

ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁରେ ହୋଇଛି ବଡ଼ ପରିବର୍ତ୍ତନ । ଶେଷରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ। ତାଙ୍କ ବଦଳରେ ପାର୍ଟିର କମାଣ ସମ୍ଭାଳିବେ ନୀତୀଶ କୁମାର। ଆଜି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ … Read More

ମମତା ଓ ଉଦ୍ଧବ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍‌’ର କିଛି ସହଯୋଗୀ ଏକାକୀ ନିର୍ବାଚନ ଲଢ଼ିବା ସହ ନିଜ ନିଜ ରାଜ୍ୟରେ ଆସନ ‘ବୁଝାମଣା’ କରିବାକୁ ରାଜି ନହେବାର ସଙ୍କେତ ଦେବା ପରେ ବିରୋଧୀ … Read More

ମୋବାଇଲ ମାନିଆ ମହିଳା; ସ୍ୱାମୀଙ୍କ ଆଖିରେ ଭୁଷିଦେଲେ କଇଁଚି

ମୋବାଇଲ ମାନିଆ ମହିଳା ଭୁଲିଗଲେ ସମ୍ପର୍କର ମୂଲ୍ୟ। ସାମାନ୍ୟ ମୋବାଇଲ ପାଇଁ ଘରେ ଘଟାଇଲେ ରକ୍ତପାତ । ଏପରିକି ମୋବାଇଲ ଆଗରେ ତୁଚ୍ଛ ଲାଗିଲେ ସ୍ୱାମୀ । ଫଳରେ ମୋବାଇଲ ମାଗୁଥିବା ମ୍ବାମୀଙ୍କ ଆଖିରେ କଇଁଚି ଭୁଷିବାକୁ ପଛାଇଲେ ନାହିଁ। … Read More

କାନାଡ଼ାରେ ହିନ୍ଦୁ ବ୍ୟବସାୟୀଙ୍କୁ ଟାର୍ଗେଟ, ଘର ଉପରକୁ ଆଖିବୁଜା ଫାୟାରିଂ

କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ … Read More

ଇସ୍ରାଏଲ ଦୂତାବାସ ‘ବିସ୍ଫୋରଣ’: ମିଳିଲା ଷଡ୍‌ଯନ୍ତ୍ରର ପ୍ରମାଣ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତିନି ଦିନର ତଦନ୍ତ ପରେ ଦିଲ୍ଲୀ ପୁଲିସ ଏକ ଏଫଆଇଆର ରୁଜୁ କରିବାକୁ ଯୋଜନା କରୁଛି। କାରଣ ସେମାନେ ରାଷ୍ଟ୍ରଦୂତଙ୍କୁ ଧମକ ଦେବା ପାଇଁ ଷଡଯନ୍ତ୍ର … Read More