ଲୋକସଭାରେ ପାସ ହେଲା ସିଇସି ବିଲ୍
ଗଣ ନିଲମ୍ବନ ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ମରୁଡ଼ି ଦେଖିବାକୁ ମିଳିଛି। ଲୋକସଭାରୁ ଦୁଇ ତୃତୀୟାଂଶ ବିରୋଧୀ ସଦସ୍ୟଙ୍କ ନିଲମ୍ବନ ହୋଇଛନ୍ତି। ଏହା ସତ୍ତ୍ୱେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କମିଶନ ନିଯୁକ୍ତି ବିଲ୍ ଲୋକସଭାରେ ଆଜି … Read More