ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିବାକୁ ସମୟ ମାଗିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ସେ ତାଙ୍କ ଠାରୁ ସମୟ ମାଗିଛନ୍ତି। ପଶ୍ଚିମବଙ୍ଗକୁ କେନ୍ଦ୍ର ଦେବାକୁ ଥିବା ବକେୟା ରାଶି ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ … Read More

ସାଂସଦ ଦାନିସ ଅଲି ବିଏସପିରୁ ବିଦା

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ନିଜ ଦଳର ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଏସପି ପକ୍ଷରୁ ଜାରି ଏକ ବିବୃତିରେ ସେ କହିଛନ୍ତି ଯେ ତାଙ୍କୁ ଅନେକ ଥର ମୌଖିକ … Read More

ଗାଜା ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ପ୍ରସ୍ତାବନା ଉପରେ ‘ଭିଟୋ’ ପ୍ରୟୋଗ କଲା ଆମେରିକା

ଜାତିସଂଘ: ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ‘ଜାତିସଂଘ ସୁରକ୍ଷା ପରିଷଦ୍‌’ର ଅଧିକାଂଶ ସଦସ୍ୟ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନରେ ଜାତିସଂଘ ଆଗତ କରିଥିବା ପ୍ରସ୍ତାବନାକୁ ବାସ୍ତବତାଠାରୁ ଭିନ୍ନ କହି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଏହା … Read More

ହମାସ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନୋତ୍ତର ସ୍ୱାକ୍ଷରକୁ ମନ୍ତ୍ରୀ ଲେଖୀ ଅସ୍ୱୀକାର କଲେ

ନୂଆଦିଲ୍ଲୀ: ଭାରତ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଯୋଜନା କରୁଛି କି ନାହିଁ ସେ ନେଇ ସଂସଦର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି। ଲେଖୀଙ୍କ ନାମ ସମ୍ବଳିତ ଏକ ଦସ୍ତାବିଜରେ … Read More

ଏନଆଇଏର ୪୧ଟି ସ୍ଥାନରେ ଚଢ଼ାଉ, ୧୫ ଗିରଫ

ନୂଆଦିଲ୍ଲୀ: ଇସ୍ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ)ର ଟିମ୍‌ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ … Read More

ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା, ୧୪୮ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି । ଶୀତ ଋତୁ ଆରମ୍ଭ ହେବା ପରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି … Read More

ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ତେବେ ତା’ପୂର୍ବରୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ।ସୋଶାଲ ମିଡିଆରେ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ଶେଆର କରିଛନ୍ତି ଶ୍ରୀ ରାମ … Read More

CISCE ବୋର୍ଡ ପରୀକ୍ଷା ସୂଚୀ ଘୋଷଣା

ନୂଆଦିଲ୍ଲୀ : ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନ୍ (CISCE) ଦୁଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। କେତେ ତାରିଖରୁ … Read More

ବଞ୍ଚିଥିବା ଯାଏଁ AIMIM ନେତା ବାଚସ୍ପତି ଥିଲେ ଶପଥ ନେବିନି: ବିଜେପି ବିଧାୟକ

ହାଇଦ୍ରାବାଦ : ଶପଥ ନେବେନି ତେଲଙ୍ଗାନାର ନବ ନିର୍ବାଚିତ ବିଜେପି ବିଧାୟକ ଟି ରାଜା ସିଂହ। ସେ ଶପଥ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଯଦି AIMIMର ଅକବରଉଦ୍ଦିନ କାମଚଳା ବାଚସ୍ପତି ରୁହନ୍ତି … Read More

ଡିସେମ୍ବର ୧୧ରେ ଭାରତ ଉପରେ ସାଇବର ଆକ୍ରମଣ କରିବୁ : ପାକିସ୍ତାନୀ ହାକର୍ସ ଗ୍ରୁପ୍

ନୂଆଦିଲ୍ଲୀ: ଦେଶରେ ବଡ଼ ଧରଣର ସାଇବର ଆକ୍ରମଣର ଆଶଙ୍କା ଦେଖାଦେଇଛି। ଆମେରିକା, ଇସ୍ରାଏଲ, ଆମେରିକା ଓ ସ୍ୱିଡେନ୍ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବଡ଼ ଧରଣର … Read More