ମର୍ଣ୍ଣିଂ ଗ୍ଲୋରି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ
ଭୁବନେଶ୍ବର (ସୁନ୍ଦରପୁର) : ସୁନ୍ଦରପୁର, ଚନ୍ଦକା ଉପକଣ୍ଠସ୍ଥ ମର୍ଣ୍ଣିଂ ଗ୍ଲୋରି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ସଂପାଦିକା ଦିପ୍ତୀମୟୀ କର ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥିଭାବେ ଓଡ଼ିଶାର ଯୋଗାଯୋଗ … Read More