ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ୍; ଦାୟିତ୍ୱରେ ରହିବେ ମୋଦି, ଶାହ ଓ ରାଜନାଥ
ଭୁବନେଶ୍ୱର:ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ପ୍ଲାନ୍। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଦାୟିତ୍ୱରେ ରହିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲୋକସଭା ନୁହେଁ, ଫୋକସରେ ରହିବ … Read More