ବିଜେଡି ସରକାର ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ଦଳ: ପିସିସି ସଭାପତି

ଭୁବନେଶ୍ୱର: ବିଜେଡି ସରକାର ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ଦଳ | ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ | ଏହା ସହ … Read More

ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଶନିବାର କହିଛନ୍ତି ଯେ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, କିନ୍ତୁ ବିରୋଧୀ ମାନେ ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ ଗୃହରେ ଆଲୋଚନାରେ ପାଇଁ ଭଲ ବାତାବରଣ … Read More

ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇପାରେ

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଜଣେ ଆମେରିକୀୟ ସାମ୍ବାଦିକ ସେମୋର ହର୍ଶ ଏକ ବଡ଼ ଦାବି କରିଛନ୍ତି । ଏକ ରିପୋର୍ଟରେ ସେ କହିଛନ୍ତି ଯେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଏକ … Read More

ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚାର୍ଜସିଟ୍‌ ଦାଖଲ କରିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ … Read More

ମହିଳାଙ୍କୁ ‘ଡିଜିଟାଲ ଗିରଫ’ କରି ନେଇଗଲେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ ଉପାୟରେ ଗିରଫ କରି ତାଙ୍କ ଠାରୁ ନେଇ ଯାଇଛନ୍ତି ଲକ୍ଷାଧିକ ଟଙ୍କା। ନୋଏଡାରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା … Read More

ତିହାର ଜେଲରେ ନକଲି କର୍ମଚାରୀ! ବରଖାସ୍ତ ହେଲେ ୫୦

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ନକଲି କର୍ମଚାରୀ। ଦୀର୍ଘଦିନରୁ ନକଲି କର୍ମଚାରୀମାନେ କାମ କରୁଥିଲେ ହେଁ କାହା ପାଖରେ ଖବର ନଥିଲେ। କିନ୍ତୁ ନିକଟରେ ହୋଇଥିବା ଭେରିଫିକେସନ ଡ୍ରାଇଭ ସମୟରେ ୫୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ ପୂର୍ବରୁ ପଞ୍ଜିକୃତ … Read More

ମହାରାଷ୍ଟ୍ର କୃଷକଙ୍କ ଅଜବ ଦାବି, ଗଞ୍ଜେଇ ଚାଷକୁ ଦିଅନ୍ତୁ ଅନୁମତି

ନୂଆଦିଲ୍ଲୀ : କପାଚାଷ କ୍ଷେତ୍ରରେ ମହାରାଷ୍ଟ୍ରରର ୟବତମାଳ ବେଶ୍ ଜଣାଶୁଣା। ଏହି ଅଞ୍ଚଳ କୃଷି ଆତ୍ମହତ୍ୟାକୁ ନେଇ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ବର୍ତ୍ତମାନ ୟବତମାଳର ଚାଷୀମାନେ ପ୍ରଶାସନ ନିକଟରେ ଏକ ଅଜବ ଦାବି ଉପସ୍ଥାପନ କରିଛନ୍ତି, ଯାହାକୁ ନେଇ … Read More

ନିର୍ବାଚନ ଫଳାଫଳ ପୂର୍ବରୁ ମୋଦିଙ୍କୁ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ଫଳାଫଳ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଚିଠି ମାଧ୍ୟମରେ ମହାଦେବ ଆପ୍‌ ସମେତ ଅନ୍‌ଲାଇନ୍‌ ବେଟିଂ ଆପ୍‌ ସହ … Read More

ବିଚ୍‌ ରାସ୍ତାରେ ମଣିପୁର ଦମ୍ପତିଙ୍କୁ ନିର୍ଧୁମ ପିଟିଲେ, ଘୋଷାରି ନେଲେ

ଇମ୍ଫାଲ : ବିଚ୍‌ ରାସ୍ତାରେ ମଣିପୁର ଦମ୍ପତିଙ୍କ ଉପରେ ଆକ୍ରମଣ। ୮ରୁ ୯ ଦୁର୍ବୃତ୍ତ ଆସି ଦମ୍ପତିଙ୍କୁ କଲେ ମାର୍‌ପିଟ୍‌। ବର୍ଷାଇଲେ ଲାତ ଗୋଇଠା। କେବଳ ସେତିକି ନୁହେଁ ରାସ୍ତା ଉପରେ ତଳେ ପକାଇ ଘୋଷାରି ନେଲେ। ରାଜଧାନୀ ଦିଲ୍ଲୀରେ … Read More

ସୂର୍ଯ୍ୟଙ୍କୁ ଦେଖିଲା ଆଦିତ୍ୟ-ଏଲ୍‌୧, ଆକ୍ଟିଭ୍ ହେଲା ଦ୍ୱିତୀୟ ଉପକରଣ

ନୂଆଦିଲ୍ଲୀ : ସୂର୍ଯ୍ୟର ଅଧ୍ୟୟନ ସହ ଜଡିତ ଭାରତର ମହତ୍ୱାକାଂକ୍ଷି ମିଶନ ଆଦିତ୍ୟ- ଏଲ୧କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ସୂର୍ଯ୍ୟକୁ ଦେଖିଛି ଆଦିତ୍ୟ ଏଲ୍୧। ସେ ସୋଲାର ଓ୍ୱିଣ୍ଡକୁ ଅବଜରଭ କରିବା ଆରମ୍ଭ କରିଛି। … Read More